ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗୋଠ ଛେଉଣ୍ଡ ଦନ୍ତା ହାତୀର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ ଓ ବନବିଭାଗ

ବଣାଇ,୨୭/୦୭: ଗୋଠ ଛେଉଣ୍ଡ ଦନ୍ତା ହାତୀର ଉତ୍ପାତ । ଭାଙ୍ଗୁଛି ଘର, ନଷ୍ଟ କରୁଛି ଫସଲ ।  କଲବଲ ହେଉଛନ୍ତି ଗ୍ରାମବାସୀ । ବଣାଇ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ସୂଚନା ଅନୁଯାୟୀ, ଏକ ଦନ୍ତା ହାତୀ ନିଜ ଦଳରୁ ବିଚ୍ଛିନ୍ନ ହେବା ପରେ ହେଉଛି ଉତ୍ପାତ । ଏହି ହାତୀ କେତେବେଳେ ବଣାଇ, ତ କେତେବେଳେ ତଳିତା, ଜକେଇ କଲା, ଧରଣୀ ଧର ପାଲି ଅ଼ଞ୍ଚଳରେ ବୁଲୁଛି । ଦୀର୍ଘ ୬ ଦିନ ଘରି ସ୍ଥାନ ପରିବର୍ତ୍ତନ କରି ଚାଷୀ ଠାରୁ ଗ୍ରାମବାସୀ, ସମସ୍ତଙ୍କୁ କରିଛି ନାକେଦମ୍ । ଏଥିପାଇଁ ହଜିଛି ବନ ବିଭାଗର ନିଦ ।  ଏହି ଗୋଠ ଛଡା ଦନ୍ତା, ଘର ଭାଙ୍ଗିବା ସହିତ ନଷ୍ଟ କରୁଛି ଫସଲ । ଏବେ ପ୍ରଶ୍ନ ଉଠୁଛି ଯେ ଏହି ହାତୀ ଯିବ କୁଆଡେ ? ଖାଦ୍ୟ ଅନ୍ଵଷଣରେ ଏବେ ଗାଁ ମୁହାଁ ହାତୀ । ବନ ବିଭାଗ ରାତିରେ ଏକ ଟିମ କରି ନିଆଁ ହୁଳା ଧରି ହାତୀକୁ ଘଉଡ଼ାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା  ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.