ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ୟୁନାଇଟେଡ଼ ହେଲଥ କେୟାର ସିଇଓଙ୍କୁ ହତ୍ୟା, ତଦନ୍ତ କରୁଛି ପୋଲିସ

Published By : Anindita | December 5, 2024 11:52 AM

ନୂଆଦିଲ୍ଲୀ,୦୫/୧୨: ୟୁନାଇଟେଡ଼ ହେଲଥ କେୟାର ସିଇଓ ବ୍ରାୟନ୍‌ ଥମସନ୍‌ଙ୍କ ହତ୍ୟା । ଗତକାଲି ଆମେରିକାର ମ୍ୟାନହଟ୍ଟନ ହୋଟେଲ ସମ୍ମୁଖରେ  ହୋଇଥିଲା ଆଖିବୁଜା ଗୁଳିମାଡ଼। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ଅନ୍ୟପଟେ  ୟୁନାଇଟେଡ଼ ହେଲଥ କେୟାର ସିଇଓଙ୍କ ହତ୍ୟାକୁ ନେଇ ଘଟଣାସ୍ଥଳରେ ପ୍ରକାଶ ପାଇଛି  ଉତ୍ତେଜନା। 

ସୂଚନା ମୁତାବକ,   ୟୁନାଇଟେଡ଼ ହେଲଥ କେୟାର ସିଇଓ ସିଇଓ  କମ୍ପାନୀର ବାର୍ଷିକ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ଆସିଥିଲେ । ଆଉ ସେଠାରେ ଗତକାଲି ସକାଳେ ତାଙ୍କ ଉପରକୁ ମ୍ୟାନହଟ୍ଟନ ହୋଟେଲ ସମ୍ମୁଖରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଯାହାପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୂରା ଘଟଣାଟି ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ,ଆକ୍ରମଣକାରୀ ହୋଟେଲ ବାହାରେ ବ୍ରାଏନ୍ ଥମ୍ପସନଙ୍କୁ ଅପେକ୍ଷା କରିଥିଲେ । ବ୍ରାଏନ୍ ସେଠାରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀ ତାଙ୍କୁ ଗୋଡ଼ାଇ ଗୁଳି ଚଳାଇଥିଲା । ଏହି ସମୟରେ ଆକ୍ରମଣକାରୀଙ୍କ ବନ୍ଧୁକ ମଧ୍ୟ ଜାମ୍ ହୋଇଯାଏ । ତଥାପି ସେ ବନ୍ଧୁକକୁ କ୍ଲିନ କରି ପୁଣି ଥରେ ଗୁଳି ମାଡ଼ କରିଥିଲା । ତେବେ ସିସିଟିଭି ଆଧାରରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.