ପ୍ରମୂଖ ଖବର
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ବାଇକକୁ ଧକ୍କା ଦେଲା ବସ୍, ୨ ମୃତ

Published By : Gurupada Nath | June 6, 2025 5:56 PM

ଝାରସୁଗୁଡ଼ା,୬/୬ : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କୁଚିଣ୍ଡା ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ଶିରିଆପାଲିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବସ୍- ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ଦୁଇ ଆରୋହି ମୃତ l 

ମୃତକମାନେ ଶିରିଆପାଲିର ମନୋଜ ମେହେର (୪୫) ଏବଂ ସୁଶାନ୍ତ ମେହେର (୪୦) ବୋଲି ସୂଚନା ମିଳିଛି । ପୋଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ବସକୁ ଜବତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.