ପୁରୀ, ୧୮।୭ ପୁଣି ସମୁଦ୍ର ସ୍ନାନ ବେଳେ ଅଘଟଣ। ସମୁଦ୍ର ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର। ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଲାଇଫ ଗାର୍ଡ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ଅନୁଗୋଳର ଲୋକେଶ ନାୟକ। ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମୁଦ୍ର କୂଳର ସେକ୍ଟର ୫ ରେ ସ୍ନାନ କରୁଥିଲେ ଲୋକେଶ।
ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ…ହରିୟାଣା ନିର୍ବାଚନ ପ୍...