ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଟେନିସରୁ ରାଫେଲ ନାଡାଲ ନେଲେ ସନ୍ନ୍ୟାସ, ଜାଣନ୍ତୁ କେବେ ଖେଳିବେ ଶେଷ ମ୍ୟାଚ୍

Published By : Prameya | October 10, 2024 5:23 PM

ନୂଆଦିଲ୍ଲୀ, ୧୦/୧୦ : ଟେନିସର ଭେଟରାନ ଖେଳାଳୀ ରାଫେଲ ନାଡାଲ ସନ୍ନ୍ୟାସର ଘୋଷଣା କରିଛନ୍ତି । ସେ ନଭେମ୍ବରରେ ହେବାକୁ ଥିବା ଡେବିସ କପ ଫାଇନାଲ ପରେ ରିଟାୟର ମେଣ୍ଟ ନେବେ । ନାଡାଲ ୨୨ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ରହିସାରିଛନ୍ତି।  ସ୍ପେନରେ ରହୁଥିବା ନାଡାଲ ନିଜ ନାମରେ କେତେକ ବଡ଼ ରେକର୍ଡ଼ କରିଛନ୍ତି । ନାଡାଲ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ସନ୍ନ୍ୟାସର ଘୋଷଣା କରିଛନ୍ତି । ନାଡାଲ ଇଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରିଛନ୍ତି । ସେଥିରେ ସେ କହିଛନ୍ତି କି ମୁଁ ପ୍ରଫେଶନାଲ ଟେନିସରୁ ସନ୍ନ୍ୟାସ ନେଉଛି । ନାଡାଲ ଫ୍ୟାନ୍ସଙ୍କୁ ମେସେଜ ଦେଇ ଇମୋଶନାଲ ହୋଇଯାଇଥିଲେ । ସେ କହିଥିଲେ କି ମୋ ଲାଗି ଗତ କିଛି ବର୍ଷ ହେବ ବହୁ ଅସୁବିଧା ରହିଛି ।

ନାଡାଲଙ୍କ କ୍ୟାରିୟର ଏବେ ପର୍ଯ୍ୟନ୍ତ ବହୁତ ଭଲ ରହିଛି । କିନ୍ତୁ ତାଙ୍କ ଲାଗି ସନ୍ନ୍ୟାସର ନିଷ୍ପତ୍ତି ସହଜ ନ ଥିଲା । ନାଡାଲ ରିଟାୟରମେଣ୍ଟର ଘୋଷଣା ଲାଗି ଇଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି କି, ମୁଁ ଏହା କହିବାକୁ ଆସିଛି କି ପ୍ରୋଫେଶନାଲ ଟେନିସରୁ ସନ୍ନ୍ୟାସ ନେଉଛି । ମୋ ଲାଗି ଗତ କିଛି ବର୍ଷ ବହୁ ଅସୁବିଧା ରହିଥିଲା।’ ନାଡାଲ ଏହି ଘୋଷଣା ସମୟରେ ବହୁ ଇମଶୋନାଲ ବି ହୋଇଥିଲେ । ନାଡାଲ ନିଜ କ୍ୟାରିୟର ସମୟରେ ୨୨ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ରହିସାରିଛନ୍ତି । ନାଡାଲ ୨୦୦୯ ଏବଂ ୨୦୨୨ରେ ଅଷ୍ଟେ୍ରଲିଆ ଓପନ ତାଜ୍ ଜିତିଥିଲେ । ସେହିଭଳି ୨୦୧୦, ୨୦୧୩, ୨୦୧୭ ଏବଂ ୨୦୧୯ରେ ୟୁଏସ ଓପନର ତାଜ୍ ଜିତିଥିଲେ । ନାଡାଲ ଓ୍ବିମ୍ବଲଡନର ତାଜ୍ ୨୦୦୮ ଏବଂ ୨୦୧୦ରେ ଜିତିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.