ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଜମିବାଡି ବିବାଦକୁ ନେଇ ଆକ୍ରମଣ : ପୁଅ ମୃତ, ବାପା ଗୁରୁତର

ନୟାଗଡ,୧୬।୬ : ଜମିବାଡି ବିବାଦକୁ କେନ୍ଦ୍ରକରି ଆକ୍ରମଣ। ଗୋଟିଏ ପରିବାର ଆକ୍ରମଣରେ ଅନ୍ଯ ଏକ ପରିବାରର ପୁଅର ମୃତ୍ୟୁ ହୋଇଥିବା ବେଳେ ଅନ୍ଯଜଣେ ପୁଅ ଓ ବାପା ଗୁରୁତର ହୋଇଛନ୍ତି । ଇଟାମାଟି ଥାନା ଭୂତଡି ଗାଁରେ ଆକ୍ରମଣ ହୋଇଛି । ମୃତକ ହେଲେ ଲାଠିପଡ଼ା ଗାଁର  ଦଣ୍ଡୁ ବେହେରା । ପ୍ରମୋଦ ଏବଂ ଜଗଦେବ ଗୁରୁତର ଅବ ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର  କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.