ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୨୦୨୫ରେ ଏହି ରାଶିରେ ଆରମ୍ଭ ହେବ ଶନିଙ୍କ ସାଢେସାତି, ଜାଣନ୍ତୁ କେମିତି ରହିବ ପ୍ରଭାବ…

Published By : Prameya | December 5, 2024 6:53 PM

() ଆସନ୍ତାବର୍ଷ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଶନି। ୩୦ ବର୍ଷ ପରେ ମାର୍ଚ୍ଚ ୨୦୨୫ରେ ଶନିଙ୍କ ଏହି ରାଶି ପରିବର୍ତ୍ତନ କୁମ୍ଭ ରାଶିରୁ ଗୁରୁଙ୍କ ରାଶି ମୀନକୁ ହେଉଛି। ଶନିଙ୍କ ଗୋଚରରୁ ଶନିଙ୍କ ସାଢେସାତି ଏବଂ ସ୍ଥିତି ପରିବର୍ତ୍ତନ ହେବ। ଆସନ୍ତାବର୍ଷ ମକର ରାଶିର ବ୍ୟକ୍ତି ଶନିଙ୍କ ସାଢେସାତିରୁ ମୁକ୍ତି ପାଇବେ ଏବଂ ମେଷ ରାଶିରେ ସାଢେସାତି ଆରମ୍ଭ ହେବ। ଏଭଳି ସ୍ଥଳରେ ସିଂହ ରାଶି ଉପରେ ଚଳନର ପ୍ରଭାବ ରହିବ। ଏବେ ଆସନ୍ତୁ ଜାଣିବା ମେଷ ରାଶିରେ ଶନିଙ୍କ ସାଢେସାତି ଆରମ୍ଭ ହେବା ଦ୍ବାରା ମେଷ ରାଶିରେ କିଭଳି ପ୍ରଭାବ ରହିବ…ଆଉ ଏହି ରାଶିଙ୍କୁ କେଉଁ ଉପାୟ ଅବଲମ୍ବନ କରିବାକୁ ପଡିବ…

ଆପଣଙ୍କୁ କହି ରଖୁଛୁ କି, ମେଷ ରାଶିରେ ଶନିଙ୍କ ସାଢେସାତି ମାର୍ଚ୍ଚରେ ଆରମ୍ଭ ହେବ ଏବଂ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି ଶନିଙ୍କ ସାଢେସାତି ତିନୋଟି ପର୍ଯ୍ୟାରେ ହୋଇଥାଏ । ପ୍ରଥମାରମ୍ଭ ସାଢେସାତି, ମଧ୍ୟମ ସାଢେସାତି ଏବଂ ଉତ୍ତରତି ସାଢେସାତି । ତିନୋଟି ପର୍ଯ୍ୟାୟରେ ଶନିଙ୍କ ସାଢେସାତି ଅଲଗା ଅଲଗା ହୋଇଥାଏ । ସାଢେସାତିରେ ମେଷରାଶି ଧାରକଙ୍କୁ ଚାକିରୀରେ ଅସୁବିଧା, ସ୍ବାସ୍ଥ୍ୟାବସ୍ଥାରେ ଅବନତି,ଧନହାନୀ ଆଦି କରାଇବେ ଶନି । ହଠାତ୍ ସମସ୍ୟା ଆସି ଆପଣଙ୍କୁ ଘେରିବ,ଆପଣଙ୍କ ବ୍ୟବହାର ନକରାତ୍ମକ ହେବାକୁ ଲାଗିବ, ଆପଣ ଚିଡଚିଡା ହେବେ, ମାନସିକ ସମସ୍ୟା ବି ହେବ। ମେଷ ରାଶି ଉପରେ ଶନିଙ୍କ ସାଢେସାତି ବର୍ଷ ୨୦୩୨ ପର୍ଯ୍ୟନ୍ତ ରହିବ । 

ଶନିଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ କିଛି ଉପାୟ କରାଯାଇଥାଏ । ଏହି ଦିନ ଶନିଙ୍କ ଶାନ୍ତି ପାଇଁ ସୋରିଷ ତେଲ ଦାନ କରନ୍ତୁ । ପିପଳି ଗଛ ମୁଳରେ ଦୀପ ଜଳାନ୍ତୁ । ଏହା ବ୍ୟତୀତ ଏକ ଢାଳରେ ସାମାନ୍ୟ ପାଣି ଏବଂ ଖୀର ମିଶାଇ ସେଥିରେ ଚାରି ଦାନା ଚିନି ରଖି ପିପଳି ଗଳ ମୁଳରେ ଢାଳନ୍ତୁ । ଏଥି ସହ ଘରେ ତିଆରି ପ୍ରଥମ ରୁଟିକୁ ଗାଇ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତୁ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.