ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ସଲମାନ ଖାନଙ୍କ ସବୁଠାରୁ ବଡ଼ ଫ୍ଲପ, ବର୍ବାଦ ହେଲା ଅଭିନେତ୍ରୀଙ୍କ କ୍ୟାରିୟର

Published By : Prameya | March 30, 2025 6:28 PM

ମୁମ୍ବାଇ, ୩୦/୩ :   ସଲମାନ ଖାନ ଦେଶର ସବୁଠାରୁ ବଡ଼ ଷ୍ଟାର ଅଟନ୍ତି । ତାଙ୍କର ସବୁ ଫିଲ୍ମର ଫ୍ୟାନ୍ ଫଲୋଇଂ ବହୁତ ଅଧିକ ଅଟନ୍ତି ଏବଂ ବକ୍ସ ଅଫିସ ମାମଲାରେ ବି କେତେକ ଫିଲ୍ମ ହିଟ୍ ହୋଇଥାଏ । ମାତ୍ର ସେ କିଛି ଫ୍ଲପ୍ ଫିଲ୍ମ ବି ଦେଇଛନ୍ତି ଏବଂ ତାଙ୍କର ଏକ ସବୁଠାରୁ ବଡ଼ ଫ୍ଲପ ଫିଲ୍ମ ବହୁତ କିଛି ବର୍ବାଦ କରିଦେଲା । ଏହି ଫିଲ୍ମ ଏକ ଏଭଳି ଅଭିନେତ୍ରୀଙ୍କ ସ୍ବପ୍ନ ଭାଙ୍ଗିଦେଲା ଯିଏ ଏହି ଫିଲ୍ମର ଲିଡ୍ ରୋଲରେ ଥିଲେ । ସେ ମୁମ୍ବାଇ ଅଭିନେତ୍ରୀ ହେବାକୁ ଆସିଥିଲେ । କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ହିଁ ଫ୍ଲପ ହୋଇଗଲା । ସଲମାନ ଖାନଙ୍କ ସହ ଲଞ୍ଚ ହେବା ଫଳରେ ତାଙ୍କୁ ଅସଫଳତାର ସାମ୍ନା କରିବାକୁ ପଡ଼ିଥିଲା । ପ୍ରଥମେ ତାଙ୍କୁ କ୍ୟାଟରୀନା କୈଫଙ୍କ ଡୁପ୍ଲିକେଟ ବୋଲି ଧରାଯାଇଥିଲା ।

ଆମେ କଥା ହେଉଛୁ ଜରୀନ ଖାନଙ୍କ କଥା । ଆଜ୍ଞା ହଁ ଫିଲ୍ମର ନାଁ ବୀର ଅଟେ । ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିଲା ଏବଂ ସବୁଠାରୁ ବଡ଼ ଫ୍ଲପ ସିନେମାରୁ ଗୋଟିଏ ଅଟେ । ଜରୀନ ୟୁବରାଜରୁ ଡେବ୍ୟୁ କରିଥିଲେ ଯେଉଁଥିରେ କଟରୀନା କୈଫ, ଅନୀଲ କପୁର, ସଲମାନ ଖାନ ଏବଂ ଜାୟଦ ଖାନ ଥିଲେ । ମାତ୍ର ବୀର ତାଙ୍କର ପ୍ରଥମ ଲିଡ୍ ରୋଲ୍ ଥିବା ଫିଲ୍ମ ଥିଲା । ଜରୀନ ପଞ୍ଜାବୀ, ତେଲୁଗୁ ଏବଂ ତାମିଲ ଫିଲ୍ମରେ ବି କାମ କରିଛନ୍ତି ।

ବୀର ସଲମାନ ଖାନଙ୍କ ଏକ ଡ୍ରିମ ପ୍ରୋଜେକ୍ଟ ଥିଲା କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ । ଫିଲ୍ମ ୬୩କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିଲା । ମାତ୍ର ଏହା ୪୬କୋଟି ଟଙ୍କା କଲେକ୍ସନ କରିଥିଲା । ଏହା ଏକ ବଡ଼ ଫ୍ଲପ ଫିଲ୍ମ ଥିଲା ଫଳରେ ମେକର୍ସକୁ ବହୁ କ୍ଷତି ସହିବାକୁ ପଡ଼ିଲା । ଫିଲ୍ମର ଗୀତ ପପୁଲାର ହୋଇଥିଲା କିନ୍ତୁ କାହାଣୀ ନିରାଶ କରିଥିଲା । ଆଇଏମଡିବିର ସୂଚନା ମୁତାବକ ସଲମାନ ଖାନ ଏହି ଫିଲ୍ମ ନିର୍ମାଣ କରିବାକୁ ୨୦ବର୍ଷ ପୂର୍ବରୁ ଏହାର ସ୍କ୍ରିଫ୍ଟ ଲେଖିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.