ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଶପଥ ଗ୍ରହଣ ସମାରୋହରେ ସ୍ତ୍ରୀ ଅଞ୍ଜଳୀଙ୍କ ସହ ନଜର ଆସିଲେ ସଚିନ ତେନ୍ଦୁଲକର, ଫଟୋ ଭାଇରାଲ

Published By : Prameya | December 5, 2024 9:05 PM

ନୂଆଦିଲ୍ଲୀ, ୫/୧୨ :  ଦେବେନ୍ଦ୍ର ଫଡ଼ଣବୀଶ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ରୂପରେ ଶପଥ ନେଇଛନ୍ତି । ତାଙ୍କ ଶପଥ ଗ୍ରହଣ ସମାରୋହରେ ଶାହରୁଖ ଖାନ, ସଲମାନ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ବଲିଉଡ଼ ଅଭିନେତାଙ୍କ ବ୍ୟତୀତ ମହାନ କ୍ରିକେଟର ସଚିନ ତେନ୍ଦୁଲକର ବି ଉପସ୍ଥିତ ଥିଲେ । ଫଡ଼ଣବୀଶଙ୍କ ବ୍ୟତୀତ ଏକନାଥ ସିନ୍ଦେ  ଏବଂ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସଚିନ ନିଜ ସ୍ତ୍ରୀ ଅଞ୍ଜଳୀ ତେନ୍ଦୁଲକରଙ୍କ ସହ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଆଜାଦ ମୈଦାନରେ ଉପସ୍ଥିତ ଥିଲେ ।

ସଚିନ ତେନ୍ଦୁଲକର କିଛି ଦିନରେ ଦ୍ବିତୀୟ ଥର ଚର୍ଚ୍ଚାରେ ଆସିଛନ୍ତି । ନିକଟରେ ତାଙ୍କୁ ନିଜ କୋଚ ରମାକାନ୍ତ ଆଚରେକରଙ୍କ ସ୍ମୃତିରେ ସ୍ମାରକୀ ଉନ୍ମୋଚନ ଉତ୍ସବ‌ରେ ବିନୋଦ କାମ୍ବଲୀଙ୍କୁ ଭେଟିବାର ଦେଖାଯାଇଥିଲା।  ସଚିନ ଏବଂ କାମ୍ବଲୀଙ୍କ ଭିଡ଼ିଓ ଖୁବ୍ ଭାଇରାଲ ହୋଇଥିଲା । ପ୍ରକାଶ ଯେ, ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲା ବି ଏହି ସମାରୋହରେ ସାମିଲ ହୋଇଥିଲେ ।

ଏହା ତୃତୀୟ ଥର ଲାଗି ଯାହା କି ଦେବେନ୍ଦ୍ର ଫଡ଼ଣବୀଶ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟ‌ରେ ଭାରତର ବିଜନେଶ ଟାଇକୁନ ମୁକେଶ ଅମ୍ବାନୀ ଏବଂ ଗୌତମ ଅଡାନୀ ବି ସାମିଲ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.