ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୧ ଜାନୁୟାରୀ ଠାରୁ ଲାଗୁ ହେବ UPI ସହ ଜଡ଼ିତ ନୂଆ ନିୟମ , ଅଧିକ ଟଙ୍କା କରି ପାରିବେ ଟ୍ରାନ୍ସଫର

Published By : Prameya | December 27, 2024 7:21 PM

ନୂଆଦିଲ୍ଲୀ : ୧ଜାନୁୟାରୀ ଠାରୁ ନିୟମ ଗୁଡ଼ିକରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ ସବୁଠୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯେ ୟୁପିଆଇ(UPI)ର ନିୟମ ଗୁଡ଼ିକରେ। ଆପଣଙ୍କୁ ୟୁପିଆଇର ନିୟମ ଗୁଡ଼ିକର ସୂଚନା ଦେଉଛୁ। ଏହାସହ କହୁଛୁ କି, ଏଥିରେ କଣ କଣ ନୂଆ ମିଳିବ।  RBI ନିଷ୍ପତ୍ତି ନେଇଛି ଯେ, UPI 123Pay ର ଟ୍ରାଜକ୍ସନ ଲିମିଟିରେ ପରିବର୍ତ୍ତନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଲିମିଟରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। UPI 123Payର ବ୍ୟବହାର କରି ୟୁଜରମାନେ ୫ହଜାର ସ୍ଥାନରେ ୧୦ ହଜାର ଟଙ୍କାର ଟ୍ରାଜାକ୍ସନ କରି ପାରିବେ। 

UPI 123Pay କଣ ?

UPI 123Pay ସର୍ଭିସ୍‌ ୟୁଜରଙ୍କୁ ଦିଆଯାଏ। ଏହା ଏକ ଏମିତି ସର୍ଭିସ୍‌ ,ଯେଉଁଥିରେ ୟୁଜରଙ୍କୁ ବିନା ଇଣ୍ଟରନେଟ୍‌ କନେକ୍ସନରେ ପେମେଣ୍ଟ କରିବାର ଅପସନ ଦିଆଯାଏ। ଏହା କାରଣ କି, ଆରବିଆଇ ପକ୍ଷରୁ ଏମିତି ଟ୍ରାଜାକ୍ସନକୁ କଣ୍ଟ୍ରୋଲ କରିବା ପାଇଁ ପୂରା ପ୍ରୟାସ କରାଯାଏ। କିନ୍ତୁ ଏବେ ଏଥିରେ ମଧ୍ୟ ପରିବର୍ତ୍ତନ କରି ଦିଆ ଯାଇଛି। UPI 123Payରେ ୟୁଜରଙ୍କୁ ପେମେଣ୍ଟ କରିବାର ସର୍ବାଧିକ ୪ଟି ଅପସନ ଦିଆଯାଏ। ଏଥିରେ ଆଇଭିଆର୍‌ ନମ୍ୱର୍ସ , ମିସ୍ଡ କଲ୍ସ, , OEM– embedded Apps ଓ ସାଉଣ୍ଡ ବେସଡ୍‌ ଟେକ୍ନୋଲଜିର ବ୍ୟବହାର କରାଯାଏ।

ୟୁପିଆଇର ନୂଆ ନିୟମକୁ ନେଇ ଡେଡଲାଇନ୍‌ ଜାରି ହୋଇ ସାରିଛି। ଏଥିରେ ୟୁଜରଙ୍କୁ ୧ଜାନୁୟାରୀ ୨୦୨୫ ଯାଏ ସମୟ ଦିଆଯିବ। ଅର୍ଥାତ୍‌ ୟୁଜର୍ସ ସହଜରେ ଏହାପରେ ୧୦ ହଜାର ଟଙ୍କା ଯାଏ ଟ୍ରାଜାକ୍ସନ କରି ପାରିବେ। ହେଲେ ଏହାସହ ଓଟିପି ସ୍ତରୀୟ ସର୍ଭିସକୁ ଆଡ୍ କରି ଦିଆଯିବ। ଅର୍ଥାତ୍‌ ଆପଣଙ୍କୁ ପେମେଣ୍ଟ କରିବା ପାଇଁ ଓଟିପିର ଆବଶ୍ୟକ ହେବ। ଯଦି ଆପଣ ପେମେଣ୍ଟ କରିବାକୁ ଚାହାନ୍ତି ତ ଓଟିପିର ବ୍ୟବହାର କରିବାକୁ ହେବ। କାରଣ ସିକ୍ୟୁରିଟିକୁ ଧ୍ୟାନରେ ରଖି ଏହାର ନିଷ୍ପତ୍ତି ନିଆଯାଇଛି।

ବିଦେଶରେ ପହଞ୍ଚି ସାରିଛି ୟୁପିଆଇ –

ଶ୍ରୀଲଙ୍କା ସମେତ ଅନେକ ଦେଶରେ ମଧ୍ୟ ୟୁପିଆଇ ସର୍ଭିସର ଆରମ୍ଭ ହୋଇ ସାରିଛି। ଭାରତୀୟ ସିଷ୍ଟମ ଦେଖୁ ଦେଖୁ ବାହାର ଯାଏ ପାଦ ପ୍ରସାରିତ କରି ନେଇଛି। ସରକାରଙ୍କ ପକ୍ଷରୁ ଏହାକୁ ନେଇ ନୂଆ ନିଷ୍ପତ୍ତି ନିଆଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.