ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ପାଟାନାରୁ ରାଞ୍ଚି ଯାଉଥିବା ବିମାନର ଜରୁରୀ ଅବତରଣ, ୪୦୦୦ ଫୁଟ୍ ଉଚ୍ଚତାରେ ବିପଦରେ ଥିଲେ ୧୭୫ ଯାତ୍ରୀ

Published By : Harapriya Biswal | June 2, 2025 6:46 PM

ନୂଆଦିଲ୍ଲୀ,୨।୬: ରାଞ୍ଚି ଏୟାରପୋର୍ଟରେ ସୋମବାର ବଡ଼ ଧରଣର ଅଘଟଣରୁ ମିଳିଲା ମୁକ୍ତି। ଏଠାରେ ୧୭୫ ଯାତ୍ରୀଙ୍କୁ ନେଇ ପାଟନାରୁ ରାଞ୍ଚି ଆସିଥିବା ବିମାନ ଲ୍ୟାଣ୍ଡିଂ ପୂର୍ବରୁ ପକ୍ଷୀ ସହ ମାଡ ହୋଇଯାଇଥିଲା। ଏହାପରେ ବିମାନକୁ ୪୦ ମନିଟ୍ ପର୍ଯ୍ୟନ୍ତ ମଝି ଆକାଶରେ ରହିବାକୁ ପଡିଥିଲା। ପାଇଲଟ ସୁରକ୍ଷିତ ଭାବରେ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିଥିଲେ। ବିମାନରେ ଥିବା ଯାତ୍ରୀ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। 

ଅଧିକାରୀଙ୍କ କହିବା ଅନୁସାରେ ରାଞ୍ଚିର ବିର୍ସାମୁଣ୍ଡ ଏୟାରପୋର୍ଟରେ ୧୭୫ ଜଣ ଯାତ୍ରୀଙ୍କୁ ନେଇ ବିମାନର ଏପର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା। କୁହାଯାଉଛି ଯେ କେବଳ ବିମାନ (ଏୟାରବସ୍ ୩୨୦)କୁ କ୍ଷତି ହୋଇଛି। ସେଥିରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏୟାରପୋର୍ଟର ଡାଇକ୍ଟେର ଆରଆଣ ମୋର୍ଯ୍ୟ କହିଛନ୍ତି, ରାଞ୍ଚି ପାଖରେ ଇଣ୍ଡିଗୋର ଏକ ବିମାନ ପକ୍ଷୀ ସହ ମାଡ଼ ହୋଇଥିଲା। ଯେତେବେଳେ ଏହି ଘଟଣା ଗଟିଥିଲା ବିମାନ ୧୦-୧୨ ନଟିକାଲ ମାଇଲ୍ସ ଦୂର ୩୦୦୦-୪୦୦୦ ଫୁଟ୍ ଉଚ୍ଚତାରେ ଥିଲା। 

ଖବର ଅନୁସାରେ, ବିମାନ ପାଟନାରୁ ୧୭୫ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା। ଲ୍ୟାଣ୍ଡି ପୂର୍ବରୁ ପ୍ରାୟ ୪ ହଜାର ଫୁଟର ଉଚ୍ଚତାରେ ଉହୁଥିବା ଏକ ପକ୍ଷୀ ବିମାନକୁ ଧକ୍କା ମାରିଥିଲା। ଏହାପରେ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି। ଅନ୍ୟ ଏକ ସୁତ୍ରରୁ କୁହାଯାଇଛି ଯେ, ବାର୍ଡ ହିଟ୍‌ ବେଳେ ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ  ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.