ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଯାତ୍ରୀଙ୍କ ବ୍ୟାଗ୍‌ରୁ ୧୪ କୋଟି ଟଙ୍କାର ଡ୍ରଗ୍ସ ଜବତ, ଅଭିଯୁକ୍ତ ଗିରଫ

Published By : Harapriya Biswal | August 7, 2025 5:20 PM

ନୂଆଦିଲ୍ଳୀ,୭।୮: ବ୍ୟାଙ୍କକରୁ ମୁମ୍ବାଇରୁ ବିମାନ ବନ୍ଦରରେ ପହଁଞ୍ଚିଥିବା ଜଣେ ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍‌ରୁ ୧୪.୫ କୋଟି ଟଙ୍କା ମୂଲ୍ୟଙ୍କ ୧୪ କିଲୋଗ୍ରାମ୍‌ରୁ ଅଧିକ ହୋଇଡ୍ରୋପୋନିକ୍ ବିଡ୍ ଜବତ କରାଯାଇଛି। କଷ୍ଟମ ଅଧିକାରୀ ଏହାକୁ ଜବତ କରି ସୂଚନା ଦେଇଛି। ସେ କହିଛନ୍ତି, ବୁଧବାର ସକାଳେ ମୁମ୍ବାଇର ନଷ୍ଟ ଅଧିକାରୀ ବିମାନ ବନ୍ଦରର କମିଶନ୍‌ରଙ୍କ ଦ୍ବାରା ମାଦକ ପଦାର୍ଥ ବିରୋଧି ଅଭିଯାନ ଚାଲିଛି। 

ସେ କହିଛନ୍ତି, ଘଟଣାସ୍ଥଳର ପ୍ରୋଫାଇଲିଂ ଆଧାରରେ ସୀମା ଶୁଳ୍କ, ଅଧିକାରୀମାନେ ବ୍ୟାଙ୍କକରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କୁ ରୋକିଥିଲେ। ଅଧିକାରୀଙ୍କ କହିବା ଅନୁସାରେ, ସେହି ବ୍ୟକ୍ତିଙ୍କ ଜିନିଷକୁ ଯାଞ୍ଚ ବେଳେ କଷ୍ଟମ ଅଧିକାରୀ ୧୪,୫୪୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା ରହିଛି। ଯାତ୍ରୀଙ୍କୁ ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍ ସବଷ୍ଟାନ୍ସ (ଏନ୍‌ଡିପିଏସ୍) ଅଧିନିୟମ ଅନୁସାରେ ଗିରଫ କରାଯାଇଛି।

ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏୟାରପୋର୍ଟରୁ ଏଭଳି କିଛି ଜବତ କରାଯାଇଛି। ପ୍ରତିଦିନ ଏଭଳି କିଛି ମାମଲା ସାମନାକୁ ଆସିଛି। ଏଥିରେ ବାହାର ଦେଶରୁ ସୁନା ଓ ଡ୍ରଗ୍ସ ତସ୍କରୀ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ। ଏଭଳି ସ୍ଥିତିରେ ଅଧିକାଂଶ ତସ୍କର ସୁନା ଓ ଡ୍ରଗ୍ସକୁ ବ୍ୟାଗ୍, ଯୋତା ବ୍ୟତୀତ ଅନ୍ୟ କୌଣସି ଭାବରେ ଲୁଚାଇ ନେଇଯିବା ବେଳେ ଗିରଫ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.