ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ସୀତାରାମ ରଙ୍ଗମଞ୍ଚର ନୂତନ ରୂପରେଖ ଲୋକାର୍ପିତ; ଚାଲିଛି ଗୃହର ନବୀକରଣ

Published By : Swapna Ray | August 11, 2025 2:51 PM

ସୋରଡ଼ା, ୧୧।୮: ସୋରଡ଼ାର ବହୁ ପୁରାତନ ସୀତାରାମ ରଙ୍ଗମଞ୍ଚର ପୁନଃରୁଦ୍ଧାର ହୋଇଛି । ନୂତନ ରୂପରେଖରେ ଏହି ରଙ୍ଗମଞ୍ଚ ଲୋକାର୍ପିତ ହୋଇଛି I ଏହି ବିଶାଳ ଗୃହର ନବୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି I ପ୍ରଥମ ପର୍ଯ୍ୟାୟରେ କାନ୍ଥ, ଚଟାଣ, ରଙ୍ଗକରଣ କାର୍ଯ୍ୟ ଶେଷ ହୋଇଛି I ସୋମବାର ନଗରପାଳ ଶିବଶଙ୍କର ପଣ୍ଡା, କାଉନସିଲର ରଜନୀକାନ୍ତ ମହାପାତ୍ର, ମାଛ ସୋସାଇଟି ସମ୍ପାଦକ ତାରା ପ୍ରସାଦ ପାଢ଼ୀ, ପ୍ରମୁଖ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି I 

ସହରର ବହୁ ପୁରାତନ ଏହି ମଞ୍ଚରେ କାହିଁ କେଉଁ ଆବାହମାନ କାଳରୁ ନାଟକ, ସଭା, ସମିତି, ଭୋଜି ଆସର, ମେଳା, ପ୍ରଦର୍ଶନୀ ଆୟୋଜିତ ହୋଇଥାଏ I ଏକମାତ୍ର ଏହି ମଞ୍ଚରେ ସହସ୍ରାଧିକ ନାଟକ, ଅପେରା ମଞ୍ଚସ୍ଥ ହୋଇଛି I ଏନଏସି କନିଷ୍ଟ ଯନ୍ତ୍ରୀ ସୁରେନ୍ଦ୍ର ମହାରଣାଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ସାଢ଼େ ୪ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହାର ପୁନଃରୁଦ୍ଧାର କରାଯାଇଛି I ଏହାକୁ ଆହୁରି ସୁନ୍ଦର କରାଯିବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି I

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.