ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କାନରେ ଥିବା ମଇଳାକୁ ସଫା ନକରିବାର ରହିଛି ଏହି ୩ଟି କାରଣ , ଆପଣ ବି ଜାଣି ରଖନ୍ତୁ

Published By : Prameya | December 8, 2024 5:09 PM

ନୂଆଦିଲ୍ଲୀ : କାନର ମଇଳାକୁ ସଫା କରିବା ନା ନାହିଁ ଏହାକୁ ନେଇ ଅନେକ ସମୟରେ ନାନା ଯୁକ୍ତି ହୋଇ ଥାଏ। କାନରେ ଜମି ରହି ଥିବା ମଇଳା ସମସ୍ୟାର କାରଣ ହୋଇ ପାରେ , ଏହି କାରଣଟି ଲୋକେ ଏହାକୁ କୌଣସି ପ୍ରକାରରେ ସଫା କରିବା ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କଣ ଜାଣନ୍ତି ଯେ କାନରେ ଜମା ରହିଥିବା ମଇଳା କାନର ସୁରକ୍ଷା ପାଇଁ ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ମଧ୍ୟ କାନର ମଇଳାକୁ ସଫା କରୁଥାନ୍ତି ତ ଆପଣଙ୍କୁ ଏହାକୁ ସଫା ନକରିବାର କାରଣ ବିଷୟରେ ବି ଜାଣିବା ଉଚିତ୍।

୧- କାନ ସଫା କରିବା ଜରୁରି ନୁହେଁ –

କାନ ଆପଣା ଛାଏଁ ସଫା ହୋଇଯାଏ । ଏହାକୁ ସଫା କରିବା ପାଇଁ କୌଣସି ନିୟମିତ ଯତ୍ନ ନେବାର ଆବଶ୍ୟକତା ନାହିଁ। ଯଦି ଆପଣ ଇୟରୱାକ୍ସକୁ ହଟାଇବା ବା ଏହାକୁ ଜମା ହେବାରେ କାନରେ ସ୍ୱାବ୍‌ ପକାଉଛନ୍ତି ତ ଏଥିରୁ ନିବୃତ୍ତ ରୁହନ୍ତୁ। ଇୟରୱାକ୍ସ କାନ ଭିତରୁ ଆସିଥାଏ ଏବଂ ନାଚୁରାଲ ଭାବେ ବାହାର ଆଡ଼କୁ ଚାଲି ଯାଏ। କିଛି ଲୋକଙ୍କ କାନରେ ମଇଳା ଅଧିକ ରହିଯାଇ ଥାଏ। ସେଠାରେ ଅନ୍ୟ ମାନଙ୍କ ପାଇଁ ଏହି ସାମାନ୍ୟ ଠାରୁ ଅଧିକ ଦୃଢ ଓ ଡ୍ରାଇ ହୋଇ ଯାଇ ଥାଏ। 

୨- ମଇଳା ସଫା କରିବା ହୋଇପାରେ ବିପଜ୍ଜନକ -

କାନରେ ମୋଟା ସୂତା ପୂରାଇବା କାନର ପରଦାକୁ କ୍ଷତି କରିପାରେ। କାନର ମଇଳା ଭିତରକୁ ଅଧିକ ଚାଲିଗଲେ ଏହାକୁ ବାହାର କରିବା ମୁସ୍କିଲ ହୋଇଯାଏ । ଏଥିରେ କାନରେ ଚାପ ଅନୁଭବ ହୋଇ ପାରେ ଏବଂ ଶୁଣିବାର କ୍ଷମତା କମ୍‌ ହୋଇପାରେ। ସେପଟେ କାନର ମଇଳା ଯଦି କାନର ପରଦା ପାଖକୁ ଚାଲିଯାଏ ତ ଏହା ସଂକ୍ରମଣ ହୋଇପାରେ। 

୩- କାନର ରକ୍ଷା ହୋଇପାରେ –

କାନର ମଇଳା ପ୍ରୋଟେକ୍ସନ ପରି କାମ କରିପାରେ। ଏହା ଆପଣଙ୍କ କାନକୁ ଭାଇରାଲ, ଫଗଲ ଓ ବ୍ୟାକ୍ଟେରିଆଲ ସଂକ୍ରମଣ ଠାରୁ ରକ୍ଷା କରିଥାଏ। ସେପଟେ ଇୟରୱାକ୍ ପୋକ ଆଦି ଠାରୁ ଦୂରେଇବାରେ ସାହାଯ୍ୟ କରିଥାଏ। ଏହା ସହ କାନରେ ଜମିଥିବା ୱାକ୍ସ ପ୍ରାକୃତିକ ମଇଶ୍ଚରାଇଜର , ଯାହା କାନର ସ୍କିନକୁ ଅଧିକ ଡ୍ରାଇ ହେବାରୁ ରକ୍ଷା କରିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.