ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଘରେ ଏକୁଟିଆ ଥିଲା ଝିଅ, ହାତଗୋଡ ବାନ୍ଧି କଳାକନା ବୁଲାଇଲେ ଦୁର୍ବୃତ୍ତ

ବରଗଡ, ୧୫।୮ : ଘରେ ଝିଅକୁ ଛାଡି ବାହାରକୁ ଯାଇଥିଲେ ପରିବାର ଲୋକ।  ଦୁର୍ବୃତ୍ତମାନେ ଘରେ ପଶି ଝିଅର ଗୋଡହାତ ବାନ୍ଧି କଳାକନା ବୁଲାଇଛନ୍ତି। ଏପର ଘଟଣା ଘଟିଛି ବରଗଡ଼ ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାରରେ ।

ଗୁରୁବାର ସନ୍ଧ୍ୟାରେ ସ୍ବର୍ଗତ ଦିଲିପ ସାହୁଙ୍କ  ସ୍ତ୍ରୀ ରିତା ଓ ସାନ ଝିଅ ସୃତି ମାର୍କେଟିଙ୍ଗ ପାଇଁ ଭଟଲି ଛକ କୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ଘରକୁ ଆସି  କଲିଂ ବେଲ ମାରିଥିଲେ। ବଡ଼ ଝିଅ ସୁଚିସ୍ମିତା  କବାଟ ଖୋଲିବା ମାତ୍ରେ ଘର ଭିତରକୁ ଦୁଇଜଣ ଅଜଣା ଯୁବକ ପଶି ଯାଇଥିଲେ। ଝିଅକୁ ଏକା ଦେଖି ପାଟି ଓ ହାତ ବାନ୍ଧି ଏକ ଚେୟାରରେ ବାନ୍ଧି ଦେଇଥିଲେ। ପରେ ଘରୁ ସୁନାଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ।  ପରିବାର ଲୋକ ମାର୍କେଟରୁ ଫେରିବା ପରେ  ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.