ବଲାଙ୍ଗୀର,୧୪/୧୦: ବୃକ୍ଷରୋପଣରେ ମହାଦୁର୍ନୀତି କରି ନିଲମ୍ୱିତ ହେଲେ ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ । ତାଙ୍କୁ ନିଲମ୍ବିତ କଲେ ବଲାଙ୍ଗୀର ଡିଏଫଓ ।
ରବିବାର ବୃକ୍ଷରୋପଣ ଦୁର୍ନୀତି ନେଇ ନିଜେ ଉପ ମୁଖ୍ୟମନ୍ତ୍ରୀ ଜଙ୍ଗଲରେ ଚାଲିଚାଲି କରିଥିଲେ ତଦନ୍ତ । ତଦନ୍ତ ପରେ ଫରେଷ୍ଟର ପ୍ରିୟବ୍ରତ ନାଏକ ଏହି ମହାଦୁର୍ନୀତିରେ ସାମିଲ ଥିବା ଜଣାପଡ଼ିଥିଲା । ତଦନ୍ତ ହେବା ପରେ ବଲାଙ୍ଗୀର ଡିଏଫଓ ଫରେଷ୍ଟର ପ୍ରିୟବ୍ରତ ନାଏକଙ୍କୁ ନିଲମ୍ୱିତ କରିଲେ ।