ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କଟନୀ ଛଟନୀକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା

Published By : Anindita Ratha | February 9, 2025 2:02 PM

ଭୁବନେଶ୍ବର,୦୯/୦୨:  ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲରଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ମଣ୍ଡିରେ କଟନୀ ଛଟନୀ ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ । ଯାହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । 

ସେ କହିଛନ୍ତି ଯେ, କଟନୀ ଛଟନୀ ଗୋଟିଏ ବହୁତ ବଡ଼ ରୋଗ । ଏହା ଦୀର୍ଘ ଦିନ ଧରି ଏଭଳି ଚାଲି ଆସୁଛି । ହେଲେ ବିଜେପି ସରକାର କଟନୀ ଛଟନୀକୁ ବହୁତ ପରିମାଣରେ ନିୟନ୍ତ୍ରଣ କରିଛି । ବାରମ୍ବାର ଅପିଲ କଲେ ବି ପୁରା ନିୟନ୍ତ୍ରଣକୁ ଆସିନାହିଁ । ତଥାପି ବହୁ ପରିମାଣରେ କଟନୀ ଛଟନୀ ବନ୍ଦ ହୋଇଛି । ଅନେକ ଜିଲ୍ଳାର ବିନା କଟନୀ ଛଟନୀରେ ଧାନ ବିକ୍ରି ହେଉଛି । ତେଣୁ କଟନୀ ଛଟନୀ ନ କରିବା ପାଇଁ ପୁଣି ଅପିଲ କରୁଛି । ତଥାପି ଯେଉଁଠି ରୋଗ ରହିଛି, ସେମାନଙ୍କ ଉପରେ ନିଶ୍ଚିତ ଆକ୍ସନ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.