ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବର୍ଷା କେବଳ ବାହାନା, ପଶ୍ଚିମବଙ୍ଗ ସହ କରାଯାଇଛି ଷଡଯନ୍ତ୍ର :IPL ଫାଇନାଲର ଭେନ୍ୟୁ ବଦଳିବା ପରେ ଟିଏମ୍ସିର ଅଭିଯୋଗ

Published By : Prameya | May 22, 2025 6:59 PM

ନୂଆଦିଲ୍ଲୀ,୨୨।୫:  ଆଇପିଏଲ ୨୦୨୫ର ଫାଇନାଲ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ବଦଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ।  ବିସିସିଆଇର ଏହି ନିଷ୍ପତ୍ତି ପରେ ରାଜନୀତି ଏବେ ଉଷ୍ମ ରହିଛି। ପଶ୍ଚିମବଙ୍ଗର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅରୁପ ବିଶ୍ବାସ ଭେନ୍ୟୁ ବଦଳାଇବାକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କୋଲକାତାରୁ କୌଣସି ରାଜନୈତିକ କାରଣରୁ ସ୍ଥାନାନ୍ତରିତ କରି ଦିଆଯାଇଛି। 

ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଅରୂପ ବିଶ୍ବାସ କେନ୍ଦ୍ରକୁ ପଚାରିଛନ୍ତି ପଶ୍ଚିମବଙ୍ଗ କ୍ରିକେଟପ୍ରେମୀଙ୍କୁ କାହିଁକି ବଞ୍ଚିତ କରାଯାଉଛି।’ ସୁକାନ୍ତ ମଜୁମଦାର ଟ୍ବିଟ୍ କରିଛନ୍ତି ଯେ, ସୁରକ୍ଷା କାରଣରୁ ଫାଇନାଲକୁ ସ୍ଥାନାନ୍ତରିତ କରି ଦିଆଯାଇଛି। ତେବେ ବିସିସିଆଇର କହିବା ଅନୁସାରେ, ଖରାପ ପାଣିପାଗ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।’

ସେ କହିଛନ୍ତି, ଏହା ଏକ ଷଡଯନ୍ତ୍ର। ରାଜନୈତିକ କାରଣରୁ ମ୍ୟାଚ୍‌କୁ ସ୍ତାନାନ୍ତରିତ କରଯାଇଛି। ବର୍ଷା ତା ବାସ୍  କେବଳ ଏକ ବାହାନା।’ ଏହା ପୂର୍ବରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଓ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆଇପିଏଲ ଆୟୋଜନର ଅଧିକାର ହରାଇବା ପାଇଁ ମମତା ବାନାର୍ଜୀ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ କହିଛନ୍ତି, ଇଡେନ୍ ଗାର୍ଡେନ୍‌ରୁ ଆଇପିଏଲ ଫାଇନାଲ ମ୍ୟାଚ୍‌କୁ ସ୍ତାନାନ୍ତରିତ କରିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶାସନର ଏକ ସ୍ପଷ୍ଟ ପ୍ରମାଣ। ଖରାପ ଆଇନ୍ ବ୍ୟବସ୍ଥା, ଧ୍ବସ୍ତ ପ୍ରଶାସନିକ ଢାଞ୍ଚା ଓ ରାଜନୈତିକ ଅକ୍ଷମତା ହିଁ ପ୍ରକୃତ କାରଣ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.