ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଲଗାଣ ବର୍ଷାରେ ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଫିରିଙ୍ଗିଆ,୯।୯ :  ଫିରିଙ୍ଗିଆ ବ୍ଲକରେ ରବିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି।   ବର୍ଷାରେ ଡାଙ୍ଗେଡିକିଆ ଗ୍ରାମରେ ଏକ ଘର ଭୁଶୁଡି ପଡିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। କାନ୍ଥ ପଡି ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି।  

ଡାଙ୍ଗେଡିକିଆ ଗ୍ରାମର  ଦିବ୍ୟାଙ୍ଗ ସଂଘର ସଭାପତି ରାଜକିଶୋର ଦିଗାଲଙ୍କ ମାଟିଝାଟି ଘରର କାନ୍ଥ  ଲଗାଣ ବର୍ଷାରେ ସୋମବାର ସନ୍ଧ୍ୟାରେ  ଭୁଶୁଡି ପଡିଥିଲା। ତେବେ ଏଥିରୁ ରାଜକିଶୋରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ କାନ୍ଥ ପଡି ଘରେ ଥିବା ବାସନ, କପଡା  ଓ ଚାଉଳ ସବୁ ନଷ୍ଟ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.