ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ଯାତ୍ରା ପେଣ୍ଡାଲ ପରିସରକୁ ପଶି ଆସିଲା ଦନ୍ତା, ଗାଁ ଲୋକେ ଭୟଭୀତ

ସୁନ୍ଦରଗଡ଼,୧୬/୧୧: ଖେଳ ପଡିଆରେ ଯାତ୍ରା ଚାଲୁଥିବାବେଳେ ଏକ ଦନ୍ତା ହାତୀ ପେଣ୍ଡାଲ ପରିସରକୁ ପଶି ଯାଇଥିଲା । ହାତୀକୁ ଦେଖି ଦର୍ଶକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡ଼ି ପଳାଇଥିଲେ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ଅଞ୍ଚଳର କୁକୁର ଡିହି ଖେଳ ପଡିଆରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କୁକୁର ଡିହି ଖେଳ ପଡ଼ିଆରେ ଯାତ୍ରା ହେଉଥିଲା । ଯାତ୍ରା ଦେଖିବା ପାଇଁ ବହୁ ଲୋକ ସେଠାକୁ ଯାଇଥିଲେ । ଏହି ସମୟରେ ହଠାତ ଏକ ଦନ୍ତାହାତୀ ପେଣ୍ଡାଲ ପରିସରକୁ ପଶି ଆସିଥିଲା । ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଥିଲେ । ହାତୀଟି ପଡ଼ିଆରେ ପଶି ଅନେକ ଦୋକାନ ଭାଙ୍ଗି ଦେଇଥିଲା । 

ତେବେ କିଛି ଦିନ ହେବ ଏହି ଦନ୍ତା ହାତୀଟି ବାଲିଶଙ୍କରା ଅଞ୍ଚଳରେ ଅନେକ ଗାଁରେ ପଶି ଉତ୍ପାତ ହେଉଥିଲା । ଗାଁରେ ପଶି ଲୋକଙ୍କ ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଇଥିଲା ଏହି ହାତୀ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.