ପ୍ରମୂଖ ଖବର
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଲଗାଣ ବର୍ଷା ପ୍ରଭାବରେ ଘରକାନ୍ଥ ଭାଙ୍ଗି ଗୋଟିଏ ପରିବାରର ୩ ଗୁରୁତର, ଗୁରୁତର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର

ବୈପାରୀଗୁଡ଼ା, ୨୦।୭: ଲଗାଣ ବର୍ଷା ପ୍ରଭାବରେ ଘର କାନ୍ତ ଭାଙ୍ଗି ଗୋଟିଏ ପରିବାରର ୩ ଜଣ ଗୁରୁତର । ଗୁରୁତରଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର । ବୈପାରୀଗୁଡ଼ା ବ୍ଲକ ଚନ୍ଦ୍ରପୋଡ଼ା ପଞ୍ଚାୟତର ଅଟାଲଗୁଡ଼ା ଗାଁର ଆନ୍ଦନ ପ୍ରଧାନୀଙ୍କ ଘର ଭାଙ୍ଗି ପରିବାର ୩ ଜଣ ଗୁରୁତର ଅଛନ୍ତି । 

ସୂଚାନୁସାରେ, ଆନନ୍ଦଙ୍କ ସ୍ତ୍ରୀ ଓ ୨ ଝିଅ ଘର ଭିତରେ ରୋଷେଇ କରୁଥିବା ବେଳେ ମାଟି ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଆଜବେଷ୍ଟ ସବୁ ଭାଙ୍ଗି ତାଙ୍କ ଉପରେ ପୋଡ଼ିଯାଇଥିଲା । ମାଆ ଆଉ ୨ ଝିଅକୁ ଗାଁ ଲୋକେ ଉଦ୍ଧାର କରି ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.