ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାମ କରିବା ବେଳେ ଆଳସ୍ୟ ଲାଗୁଛି କି? ଜାଣନ୍ତୁ କିପରି ଦୂର କରିବେ ଏହି ସମସ୍ୟା

Published By : Krishna Priya | February 5, 2025 10:08 AM

ଭୁବନେଶ୍ୱର ୦୫/୦୨: କାମ କରିବା ବେଳେ ଆଳସ୍ୟ ସମସ୍ତଙ୍କୁ ଲାଗେ। ତେବେ ଏହା କେବଳ କାମକୁ ପ୍ରଭାବିତ କରି ନ ଥାଏ, ବରଂ ମନୋଦଶାକୁ ଖରାପ କରିଥାଏ। ତେଣୁ କାର୍ଯ୍ୟ ସମୟରେ ଆଳସ୍ୟପଣ କିଭଳି ଦୂର କରିବେ, ସେ ସମ୍ପର୍କର ଜାଣିବା। 

-ସ୍ପଷ୍ଟ ଏବଂ ଛୋଟ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ। ଏହାଦ୍ୱାରା ଲକ୍ଷ ପୂରଣ ସହଜ ଓ ଖୁସି ଅନୁଭବ ହୁଏ।

-ଲଗାତାର କାମ କରିବାରେ ଥକା ଲାଗେ। ସେଥିପାଇଁ ପ୍ରତି ଘଣ୍ଟାରେ କିଛି ମିନିଟର ବ୍ରେକ୍‌ ନିଅନ୍ତୁ।

-କାମ ବିରକ୍ତକର ଲାଗୁଥିଲେ ତାହାକୁ ମଜାଦାର କରିବା ପାଇଁ ଚେଷ୍ଟା କରନ୍ତୁ। ଗୀତ ଶୁଣନ୍ତୁ ଏବଂ କୌଣସି ସାଙ୍ଗ ସହିତ ମିଶି କାମ କରନ୍ତୁ।

-ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଶକ୍ତି ବୃଦ୍ଧି ପାଏ ଏବଂ କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ ହୁଏ। ଏହାଦ୍ୱାରା ଅଳସୁଆ ଲାଗେ ନାହିଁ।

-ପର୍ଯ୍ୟାପ୍ତ ନିଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଜରୁରୀ। କାରଣ ଶରୀର ଅବଶ ଲାଗୁଥିବା ଯୋଗୁଁ ଅଧିକ ଅଳସୁଆ ବି ଲାଗେ।

-ନିତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ। 

-ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସକରାତ୍ମକ ଚିନ୍ତା କରନ୍ତୁ। ଏଭଳି କରିବା ଦ୍ୱାରା ଆଳସ୍ୟରେ ନିୟନ୍ତ୍ରଣ ଲାଗେ। କାମ କରିବା ପୂରା କଲେ ନିଜେ ନିଜକୁ ପ୍ରଶଂସା କରନ୍ତୁ ଓ ଅଧିକ ସଫଳ ହେବା ପାଇଁ  ପ୍ରୋତ୍ସାହିତ କରିବା ଭଲ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.