ଭୁବନେଶ୍ୱର, ୨୨।୧୨: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ହେବ । କ୍ଷୟକ୍ଷତି ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେପଟେ ଜିଲ୍ଲାପାଳ ତଥା ଆରସିଡିଙ୍କୁ ମଧ୍ୟ କ୍ଷୟକ୍ଷତିର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।
ଯିଏ ନିଜ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଛନ୍ତି,...