ପ୍ରମୂଖ ଖବର
  • ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଅନୁମତି
  • ||
  • ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ, ଭାସୁଛି ମୃତଦେହ
  • ||
  • ମଙ୍ଗଳବାର ୪ ଜିଲ୍ଲା ଗସ୍ତ କରିବେ ନବୀନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପଚାରି ବୁଝିବେ
  • ||
  • ଦକ୍ଷିଣ ଇଥୋପିଆରେ ଭୟଙ୍କର ସଡକ ଦୁର୍ଘଟଣା, ନଦୀକୁ ଟ୍ରକ ଖସି ୭୧ ଜଣଙ୍କ ମୃତ
  • ||
  • ରାଜ୍ୟରେ ଜିରୋ ନାଇଟ୍‌ରୁ ବଢ଼ିବ ଶୀତ,ଆଗାମୀ ତିନି ଦିନରେ ୩ରୁ ୫ ଡିଗ୍ରୀ ଖସିବ ରାତି ତାପମାତ୍ରା
  • ||

ନୟାଗଡ଼ରେ ମୁଖ୍ୟମନ୍ତ୍ରୀ, ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି ମୋହନ ମାଝୀ

Published By : Prameya | December 29, 2024 12:24 PM

ନୟାଗଡ଼, ୨୯।୧୨: ନୟାଗଡ଼ରେ ଫସଲ କ୍ଷତି ଅନୁଧ୍ୟାନ କରୁଛନ୍ତି ମୋହନ ମାଝୀ । ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି । ଦୁଇଦୁଇଟି ଅଦିନିଆ ଲଘୁଚାପ ବର୍ଷା ନୟାଗଡ଼ ଜିଲ୍ଲାରେ ଧାନ ଫସଲକୁ ଉଜାଡ଼ି ଦେଇଛି । ଜିଲ୍ଲାର ୩ଟି ବ୍ଲକ୍ ରଣପୁର, ଓଡ଼ଗାଁ ଏବଂ ନୟାଗଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷଜମି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ରବିବାର ଜିଲ୍ଲାର ରଣପୁର ବ୍ଲକର କାଣ୍ଡପଡ଼ା ଗାଁରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଚାଷୀ ଗଜାଧାନକୁ ଧରି ବିଲ ପାଖରେ ଅପେକ୍ଷା କରିଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.