ଝାରପୋଖରିଆ,୭/୬ : ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଜାମଶୋଳା ନିକଟରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ସ୍ଥାନୀୟ ପୁରୁଣାପାଣି ଗ୍ରାମର ହାଡ଼ିବନ୍ଧୁ ଧଡ଼ାଙ୍କ ପୁଅ ରାଜୁ (୨୬) ବୋଲି ଜଣାପଡ଼ିଛି । ତାକୁ ଶୀର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।

୨୧ରୁ ୧୧ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ, ଓଡ଼ିଶା ଗସ୍...