ପାରାଦୀପ,୭/୬ : କେନ୍ଦ୍ରାପଡ଼ା ଜୟପୁରାର ଯୁବକ ସେକ ଅମନୁଲା ପାରାଦୀପ ବାଲିଯାତ୍ରା ବେଳାଭୂମିଠାରେ ଗାଧୋଉଥିବାବେଳେ ଭାସି ଯାଇଛନ୍ତି । କେନ୍ଦ୍ରାପ଼ଡାରୁ ୭ଜଣ ସାଙ୍ଗ ପାରାଦୀପ ବୁଲିବାକୁ ଆସିଥିଲେ। ସମୁଦ୍ରରେ ଲହଡ଼ି ଭାଙ୍ଗିବାବେଳେ ସେକ ଅମନୁଲା ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିବା ସାଙ୍ଗରେ ଆସିଥିବା ସେକ ସୋହେଲୁଦ୍ଦିନ କହିଛନ୍ତି। ଏ ନେଇ ସାମୁଦ୍ରିକ ଥାନା ବୋଟ ପକ୍ଷରୁ ଖୋଜାଖୋଜି ଚାଲିଛି।

୨୧ରୁ ୧୧ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ, ଓଡ଼ିଶା ଗସ୍...