ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଭରତପୁର ଥାନାରେ ହଙ୍ଗାମା ଘଟଣା, ସେନାଧିକାରୀ, ବାନ୍ଧବୀଙ୍କ ବୟାନ ରେକର୍ଡ

Published By : Prameya | December 23, 2024 9:19 AM

ଭୁବନେଶ୍ୱର,୨୩/୧୨: ଭରତପୁର ଥାନାରେ ହଙ୍ଗାମା  ଘଟଣାରେ ତଦନ୍ତ କମିଶନଙ୍କ  ନିକଟରେ ସେନାଧିକାରୀ ଓ ତାଙ୍କ  ବାନ୍ଧବୀ ହାଜର ହୋଇଛନ୍ତି । ସେମାନେ  କମିଶନ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ  ସାମ୍ନାରେ ନିଜ ପକ୍ଷ ରଖିଛନ୍ତି ।  ଅନ୍ୟପଟେ ପୁଲିସ ପକ୍ଷରୁ  ଓକିଲମାନେ ଉଭୟଙ୍କୁ ଜେରା କରିଛନ୍ତି । 

ରବିବାର କମିଶନଙ୍କ ଶୁଣାଣି ବେଳେ ଉଭୟେ ଘଟଣାଦିନ ନିର୍ଯାତନାର କାହାଣୀ ବଖାଣିଥିଲେ । ସେମାନଙ୍କୁ ପୁଲିସ ଅଧିକାରୀମାନେ କେମିତି ହଇରାଣ କରିଥିଲେ?  ଥାନା ଭିତରେ ବାନ୍ଧବୀ ଓ ତାଙ୍କ ସେନାଧିକାରୀଙ୍କୁ କେମିତି ଜବରଦସ୍ତି ବନ୍ଦୀ କରାଯାଇଥିଲା? ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନ ବାଣର ଗୋଟି ଗୋଟି କରି ଉତ୍ତର ରଖିଥିଲେ । ସେନାଧିକାରୀ ଓ ବାନ୍ଧବୀଙ୍କ ତରଫରୁ କାହାକୁ ଜେରା କରାଯିବ, ସେନେଇ କମିଶନଙ୍କୁ ତାଲିକା ଦିଆଯାଇଛି । ଶନିବାର ଭାଇରାଲ ହୋଇଥିବା ଭିଡିଓ  ଡିସ୍‌ପ୍ଲେ ହୋଇଥିଲା । 

ସୂଚନାଯୋଗ୍ୟ,  କମିଶନଙ୍କ ନିକଟରେ ସମୁଦାୟ  ୫୨୫ଟି ସତ୍ୟପାଠ ଦାଖଲ ହୋଇଛି ।  ସେଥିରୁ ୪୫ଟି ସତ୍ୟପାଠକୁ  ଶୁଣାଣି ପାଇଁ ଚୟନ କରାଯାଇଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.