ଖୋର୍ଦ୍ଧା,୦୬/୧୦: ଖୋର୍ଦ୍ଧା ସଦର ଥାନା କାଇପଦର ଟାଙ୍ଗେଣି ମୁଣ୍ଡିଆ ପାଣିରେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ । ରବିବାର ସ୍ଥାନୀୟଲୋକେ ଏହା ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ସଦର ଥାନା ପୋଲିସକୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।
ଜମ୍ମୁକାଶ୍ମୀରରେ ବାଜିମାତ୍ କରିପାରେ ଏନସି-କଂଗ୍ରେସ...