ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ବିଏସଏଫ ଯବାନଙ୍କ କୁମ୍ବି ଅପରେସନବେଳେ ମାଓବାଦୀଙ୍କ ଡମ୍ପ ଠାବ ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୧୮/୪ : ବିଏସଏଫ ଯବାନଙ୍କୁ ମିଳିଛି ଏକ ବଡ଼ ସଫଳତା । ବିଏସଏଫ ଯବାନଙ୍କ କୁମ୍ବି ଅପରେସନ ବେଳେ ମାଓବାଦୀଙ୍କ ଡମ୍ପ ଠାବ କରି ବନ୍ଧୁକ, ଗୋଳାବାରୁଦ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।

ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ବଡ଼ି ଗେଟା ବିଏଏସଫ କ୍ୟାମ୍ପ ପକ୍ଷରୁ ଆଜି କୁର୍ମାନୁର ପଞ୍ଚାୟତ ଏଲକା ନୁର ଜଙ୍ଗଲରେ କୁମ୍ବି ଅରେସନ କରୁଥିବାବେଳେ ପାହାଡ଼ ନିକଟ ଏକ ଗୁମ୍ଫା ଭିତରେ ମାଓବାଦୀ ଲୁଚାଇ ରଖିଥିବା ଏକ ଡମ୍ପିଙ୍ଗ ଠାବ କରିଥିଲେ। 

ତାକୁ ଯାଞ୍ଚ କରିବାରୁ ସେଥିରୁ ଏସବିଏମଏଲ ବନ୍ଧୁକ ୭ଟି, ୫କେଜିଆ ଟିଫିନ ବମ ୨ଟି, ହ୍ୟାଣ୍ଡ ଗ୍ରେନେଡ଼ ୪ଟି, ଗ୍ୟାସ ସିଲିଣ୍ଡର ୨ଟି, ଷ୍ଟିଲ ବଲ ୫୦୦ଟି, ୨୦ମିଟର ବିଦ୍ୟୁତ ତାର, ଗୋଳାବାରୁଦ, ମାଓ ସାମଗ୍ରୀ ଜବତ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ମାଓବାଦୀମାନେ କୌଣସି ଏକ ବଡ଼ ଧରଣ ହିଂସା କାଣ୍ଡ ଘଟାଇ ବା ଯୋଜନାକୁ ଯବାନମାନେ ପଣ୍ଡ କରି ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.