ପ୍ରମୁଖ ଖବର
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର ୦୨/୦୫: ବିଜୁ ଜନତା ଦଳରୁ ଛାଡ଼ିଲେ ଦେଲେ ଅନୁଭବ ପଟ୍ଟନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା। ଖଣ୍ଡପଡ଼ାରୁ ଟିକେଟ ନ ମିଳିବାରୁ ଦଳକୁ ବାଏ ବାଏ କରିଛନ୍ତି । ଅନୁଭବ କହିଛନ୍ତି ଦଳ 'ମୋ ପାଇଁ ପ୍ରତି ଅନ୍ୟାୟ କରିଛି ସେଥି ପାଇଁ ମୁଁ ଦଳ ଛାଡ଼ିଛି'। 

୨୦୧୪ରେ ଅନୁଭର ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ। ୨୦୧୯ରେ ବିଜେଡ଼ି ଟିକେଟ କାଟିଥିବା ବେଳେ ୨୦୨୪ ମଧ୍ୟ  ଟିକେଟ୍ କଟିଛି। ସେ ସ୍ବାଧିନ ଭାବେ ଲଢ଼ିବେ ବୋଲି ଚର୍ଚ୍ଚ ହେଉଛି।

ଗୁରୁବାର ବିଜେଡି ସୁପ୍ରିମୋ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ଶ୍ରୀମତି ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ଟିକେଟ। 



  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.