ଭୋଗରାଇ,୨୩/୫ : ସମୁଦ୍ର କୂଳରେ ଲାଗିଲା ୧୦ଫୁଟର ଲୁହା ଖଣ୍ଡ । ବାଲିଆପାଳ ବ୍ଲକ ଚୌମୁଖ ସମୁଦ୍ର କୂଳରେ ଲାଗିଲା ବିରାଟ ଲୁହା ଖଣ୍ଡ । ଗଭୀର ସମୁଦ୍ରରେ ଜାହାଜର ଦିଗ ନିର୍ଣୟ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ମତ୍ସ୍ୟଜୀବିମାନେ ଏହାକୁ ବୟା ବୋଲି କହନ୍ତି । ଏହାକୁ ଦେଖିବା ଲୋକଙ୍କ ଭିଡ଼ ଜମିଛି ।

Copyright © 2024 - Summa Real Media Private Limited. All Rights Reserved.