ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ସମନ, ବିଜେପି ନେତା ଦାଏର କରିଥିଲେ ପିଟିସନ

ନୂଆଦିଲ୍ଲୀ – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀଙ୍କର ବଢ଼ି ପାରେ ଅଡ଼ୁଆ। ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀଙ୍କୁ ସମନଜାରି କରିଛି। ଦୁଇ ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ସିଏମ୍‌ କେଜରିୱାଲଙ୍କ ପତ୍ନୀଙ୍କ ନାଁ ଆସବା ପରେ କୋର୍ଟ ତାଙ୍କୁ ଜାରି କରିଛନ୍ତି ସମନ। ଭାରତୀୟ ଜନତା ପାର୍ଟିର ନେତା ହରିଶ ଖୁରାନାଙ୍କ ଏକ ପିଟିସନରେ ଶୁଣାଣି କରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍‌ ଅରଜିନ୍ଦର କୌର ଅରବିନ୍ଦ କେଜରିୱାନଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ଏହି ସମନ ଜାରି କରିଛନ୍ତି ।   

INDIA ଗଠବନ୍ଧନରେ ଏକତା ବଜାୟ ରଖିବା ସହଜ ନୁହେଁ : କେଜ୍ରିୱାଲଙ୍କ ମନ୍ତ୍ରୀଙ୍କର ଟିପ୍ପଣୀ

ଅନ୍ୟପଟେ , ଭାରତୀୟ ଜନତା ପାର୍ଟିର ନେତା ଅଭିଯୋଗ ଲଗେଇଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଲୋକ ପ୍ରତିନିଧିତ୍ୱ (ଆରପି) ଅଧିନିୟମର ଉଲ୍ଲଙ୍ଘନ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ବିଚାରପତି କହିଛନ୍ତି , ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟକୁ ନେଇ କୋର୍ଟ ଏହି ରାୟରେ ପହଞ୍ଚିଛନ୍ତି କି, ପ୍ରାଥମିକତା ଭାବେ ଅଭିଯୁକ୍ତ ସୁନିତା କେଜ୍ରିୱାଲ / ପତ୍ନୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କେସ୍‌  ହେବ। ଏହି ଅପରାଧ ଲୋକ ପ୍ରତିନିଧିତ୍ୱ (ଆରପି) ଅଧିନିୟମ ଅନୁସାରେ ଦଣ୍ଡନୀୟ ଅଟେ। ଅଭିଯୁକ୍ତକୁ ଏହି ମୁତାବିକ ସମନ ଜାରି କରାଯିବ । ୨୯ ଅଗଷ୍ଟରେ ଜାରି କରାଯାଇ ଥିବା ଆଦେଶରେ ବିଚାରପତି ଏହି କଥା କହିଛନ୍ତି । 

କହି ରଖୁଛୁ କି , ଆର୍‌ପି ଆକ୍ଟ ଅନୁସାରେ , କୌଣସି ନାଗରିକ ଗୋଟିଏରୁ ଅଧିକ ବିଧାନସଭାରେ ନିଜର ନାମାଙ୍କନ  କରିପାରିବେ ନାହିଁ । ଉକ୍ତ ଅପରାଧ ଅନୁସାରେ  ୨ ବର୍ଷର ଦଣ୍ଡର ପ୍ରାବଧାନ ରହିଛି। ହରିଶ ଖୁରାନାଙ୍କ ଅଭିଯୋଗ ଯେ ସୁନିତା କେଜରିୱାଲ ଜଣେ ଭୋଟର ଭାବେ ସାହିବାବାଦ ବିଧାନସଭା ଅଞ୍ଚଳରେ ପଞ୍ଜୀକୃତ ଅଛନ୍ତି । ଏହା ଗାଜିଆବାଦ ଅଧିନରେ ଅଛି। ଏହା ବ୍ୟତୀତ ସୁନିତା କେଜରିୱାଲଙ୍କ ନାମ ଦିଲ୍ଲୀର ଚାନ୍ଦନୀ ଚୌକ ବିଧାନସଭା ଅଞ୍ଚଳରେ ମଧ୍ୟ ଭୋଟର ତାଲିକାରେ ରହିଛି।

ବିରୋଧୀ ମେଣ୍ଟର କିଏ ହେବେ ପ୍ରଧାନମନ୍ତ୍ରୀ ଚେହେରା ? ଦିନକରେ ୩ ଜଣଙ୍କ ନାଁକୁ ନେଇ ଆସିଲା ଦାବି  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.