ମାଲକାନଗିରି, ୨୧।୬ (ଆପ୍ର ): ମାଲକାନଗିରି ସଦର ଥାନା ଅନ୍ତର୍ଗତ କତାମାଟେରୁ ଅଞ୍ଚଳରେ ଶନିବାର ରାତ୍ର ରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଏକ କାରଣକୁ ନେଇ ହତାହାତୀ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ତେବେ କେଉଁ କାରଣରୁ ଏହା ହେଲା ତାହା ସ୍ପଷ୍ଟ ହୋଇନି।

ଖୁସି ଭିତରେ ଆପ୍କୁ ଝଟକା, ଦଳର ସମସ୍ତଙ୍କ ପଦରୁ ଇସ୍ତ...