ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୨୪ ସୁନାଚେନ ଜବତ, ୫ ଲୁଟେରା ଗିରଫ

Published By : Prameya | February 22, 2025 5:49 PM

ଅନୁଗୁଳ, ୨୨।୨ :  ତାଳଚେର ବାଘୁଆବୋଲ ଅଞ୍ଚଳରୁ ସୁନା ଚେନ ଲୁଟ୍  ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ଟି ସୁନାଚେନ ଜବତ କରିଛି। 

ଗତ ୧୮ ତାରିଖରେ ତାଳଚେର ବାଘୁଆବୋଲ ଅଞ୍ଚଳରୁ ସୁନା ଚେନ ଚୋରି ହୋଇଥିଲା।ଏହି ଘଟଣାର ପୋଲିସ ତଦନ୍ତ କରି  ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କ ସହ ଏହି ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ  ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ ଟି ସୁନାଚେନ ଜବତ କରାଯାଇଛି । ଯାହାର ଓଜନ ପ୍ରାୟ ୩୦୦ ଗ୍ରାମ ହେବ ବୋଲି ଅନୁଗୋଳ ଏସପି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଦୁଇଜଣ ଯାଜପୁର ଏବଂ ଢେଙ୍କାନାଳ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.