ପ୍ରମୂଖ ଖବର
  • ବଲାଙ୍ଗୀର : ଶିଶୁ ଦିବସ ଅଭିଭାଷଣ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମର୍ମାହତ
  • ||
  • ଆସିକା : ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଅଟକ
  • ||
  • କଳାହାଣ୍ଡି : ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, କଟିଗଲା ବାମ ଗୋଡ଼
  • ||
  • କଟକ ଐତିହାସିକ ବାଲିଯାତ୍ରା: ଶୁକ୍ରବାର ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ୧୩ ଦେଶର ରାଷ୍ଟ୍ରଦୂତ
  • ||
  • ବାଙ୍ଗିରିପୋଷି : ସାମାନ୍ୟ ଟଙ୍କା ପାଇଁ ହତ୍ୟାକାଣ୍ଡ, କୁରାଢିରେ ପିଟି ସ୍ତ୍ରୀକୁ ମାରିଲା ସ୍ବାମୀ
  • ||
  • ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ
  • ||
  • ଖଜୁରୀପଡା : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ
  • ||
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ମଦ ନିଶାରେ ଟ୍ରକ ଚଢାଇ ୨ ଜଣଙ୍କୁ ହତ୍ୟା

ଆନନ୍ଦପୁର,୧୦।୧୧ :  ଟାର୍ଗେଟ୍ ରେ ଥିଲେ ଅନ୍ଯ ଜଣେ ।   ହେଲେ ନିଶା ଯୋଗୁଁ ଗାଡି ଚଢାଇ ମାରିଦେଲେ ନିଜ ସମ୍ପର୍କିୟ ୨ ଜଶଙ୍କୁ । ଏମିତି ଘଟଣା ଘଟିଛି ଘଷିପୁରା ଥାନା ନଦୁଆ ଗ୍ରାମରେ। ମୃତକ ଘଷିପୁରା ଥାନା ନଦିଆଁ ଗାଁର ପାଣୁ ପୃଷ୍ଟି ଓ ସଞ୍ଜୁ ପଲ୍ଲେଇ ।  ଘଟଣା ଘଟାଇବା ପରେ ଟ୍ରକ୍ ଛାଡି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି ଫେରାର ହୋଇଯାଇଛି।

ନଦୁଆ ଗ୍ରାମର ସଞ୍ଜୁ ପଲେଇଙ୍କ ଘରକୁ ଜଣେ ସମ୍ପର୍କୀୟ ଆସିଥିଲେ।   କୌଣସି ଘଟଣାକୁ ନେଇ ସଞ୍ଜୁ ପଲେଇଙ୍କ ସମ୍ପର୍କୀୟ ପୁତୁରା ଟ୍ରକ୍ ଚାଳକ ଭଞ୍ଜ ପୃଷ୍ଟିଙ୍କ ସହ   ବଚସା ହୋଇଥିଲା। ନିଶାରେ ଥିବା    ଭଞ୍ଜ ପୃଷ୍ଟି ଉତକ୍ଷିପ୍ତ ହୋଇ  ଡମ୍ଫର ଚଢାଇ ସମ୍ପର୍କୀୟକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ହଠାତ୍ ଭଞ୍ଜ ନିଜ ଡ୍ରମ୍ପର ଧରି ମାଡି ଆସିଥିଲେ । ଏହି ସମୟରେ   ଭଞ୍ଜଙ୍କ ସମ୍ପର୍କୀୟ ଜେଜେବାପା ପାଣୁ  ପୃଷ୍ଟି ସାମ୍ନାକୁ ଆସିଯାଇଥିଲେ। ଭଞ୍ଜ ନିଶାରେ ଥିବାରୁ ପାଣୁଙ୍କ ଉପରେ ଡମ୍ଫର ଚଢାଇ ଦେଇଥିଲେ । ଏହି ସମୟରେ ସଞ୍ଜୁ ପଲେଇ ମଧ୍ୟ ସାମ୍ନା କୁ ଆସି ଯିବାରୁ ତାଙ୍କୁ ମଧ୍ୟ ଗାଡି ଚଢାଇ ଦେଇଥିଲେ। ଘଟଣା ସ୍ଥଳରେ ପାଣୁ ପୃଷ୍ଟି ଏବଂ ସଞ୍ଜୁଲତା ପଲେଇଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ମଦ୍ୟପ ଡ୍ରାଇଭର ଭଞ୍ଜ ପୃଷ୍ଟି କୁ ଅଟକ ରଖିଥିଲେ। ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି କୁ ଥାନାକୁ ଆଣି ଘଟଣାର  ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.