ପ୍ରମୂଖ ଖବର
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଜି ଆନ୍ତର୍ଜାତିକ ଡ୍ରଗ୍ସ ଅପବ୍ୟବହାର ନିରୋଧ ଦିବସ, ଏଥରର ଥିମ୍ ‘ପ୍ରମାଣ ସ୍ପଷ୍ଟ : ପ୍ରତିରୋଧରେ ବିନିଯୋଗ କର’

ଭୁବନେଶ୍ଵର, ୨୬/୦୬ : ପ୍ରତି ବର୍ଷ ଜୁନ୍‌ ୨୬ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ନିଷେଧ ଦିବସ। ଜାତିସଂଘର ନିଶାମୁକ୍ତ ସମାଜର ପ୍ରସ୍ତାବ କ୍ରମେ ୧୯୮୭ ମସିହାରେ ପ୍ରଥମ ଥର ଏହି ଦିବସ ପାଳିତ ହୋଇଥିଲା । ଲୋକଙ୍କୁ ନିଶା ଔଷଧ ଓ ଏହାର କୁପ୍ରଭାବ ପ୍ରତି ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ପ୍ରମାଣ ସ୍ପଷ୍ଟ: ପ୍ରତିରୋଧରେ ବିନିଯୋଗ କର ।’ ବିଶ୍ୱରେ ପ୍ରାୟ ୨୩.୪ ଲକ୍ଷ ଲୋକ ଡ୍ରଗ୍ସ ସେବନ କରୁଛନ୍ତି । ଏଥିପାଇଁ ପ୍ରତି ବର୍ଷ ପ୍ରାୟ ୨ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.