ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୋଟରସାଇକେଲ ଚୋରି ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ

ରିଆମାଳ,୧୮/୧୦: ଆକ୍ସନ ମୋଡରେ ରିଆମାଳ ପୋଲିସ । ବାଇକ୍‌ ଚୋରି ରାକେଟକୁ କାବୁ କଲା ପୋଲିସ । ଏହି ଘଟଣାରେ ୮ଟି ଚୋରି ବାଇକ୍‌ ସହ ୭ଟି ମୋବାଇଲ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଲୁଟେରା ତେଲିମୁଣ୍ଡା ଗ୍ରାମର ମୋହନ ସାହୁଙ୍କ ପୁଅ ଗୋବିନ୍ଦ (୩୦), ମେଘନାଦ ସାହୁଙ୍କ ପୁଅ ମିଲଟନ (୨୯) ଓ ଦିଜବର ସାହୁଙ୍କ ପୁଅ ବିକାଶ (୨୫)ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । 

ସୂଚନା ମୁତାବକ, ରିଆମାଳ ଥାନା ଅଞ୍ଚଳରେ ବିଗତ କିଛି ଦିନ ହେବ ବାଇକ ଚୋରି ହେଉଥିବା ଥାନାରେ ଏତେଲା ହୋଇଥିଲା । ଥାନାଧିକାରୀ ସତ୍ୟବ୍ରତ ରାଉତ ଏଥିପାଇଁ ଏକ ଟିମ ଗଠନ କରି ତଦନ୍ତ କରିଥିଲେ । ତଦନ୍ତ ବେଳେ ଆଠଟି ଚୋରି ବାଇକ ଏବଂ ସାତଟି ମୋବାଇଲ ଜବତ କରିବା ସହିତ ତେଲିମୁଣ୍ଡା ଗ୍ରାମର ମୋହନ ସାହୁଙ୍କ ପୁଅ ଗୋବିନ୍ଦ, ମେଘନାଦ ସାହୁଙ୍କ ପୁଅ ମିଲଟନ ଓ ଦିଜବର ସାହୁଙ୍କ ପୁଅ ବିକାଶଙ୍କୁ ଗିରଫ କରିଛି ପୋଲିସ । ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ.ଡି.ପି. ଓ ସୌମ୍ୟରଞ୍ଜନ ମଲିକ ପ୍ରେସମିଟରେ ସୂଚନା ଦେବା ସହିତ ଅଧିକ ତଦନ୍ତ ଚାଲୁଥିବା କହିଛନ୍ତି l


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.