ଭୁବନେଶ୍ବର,୯।୫ : ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ବଢ଼େଇଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଲୋଚନା କରିଛନ୍ତି। ରାଜ୍ୟରେ ଯେଉଁଠିଁ ସବୁ କେନ୍ଦ୍ର ସରକାରଙ୍କ ସଂସ୍ଥାପନ ଅଛି। ଉକ୍ତ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି। ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡାକଡି କରାଯାଇଛି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ନବୀନଙ୍କ ନୂଆ ଟିମ୍ ଗଠନ: ୯ ଜିଲ୍ଲା, ଛାମୁଆ ମୁଖିଆ ନ...