ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ପରିଶ୍ରମ ଅନୁସାରେ ଫଳପ୍ରାପ୍ତ ହେଉନାହିଁ ? ଭାଗ୍ୟ ବଦଳାଇଦେବ ଗୁଜୁରାତିର ଏହି ଉପାୟ

ଭୁବନେଶ୍ୱର ୦୨/୧୨: ଭାରତୀୟ ମସଲା ମଧ୍ୟରେ ଗୁଜରାତି ସ୍ୱାଦ ପାଇଁ ମହତ୍ତ୍ୱପୂର୍ଣ୍ଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଗୁଜୁରାତିର ବିଶେଷତ୍ୱ ରହିଛି । କଳଙ୍କି ଲଗା ତାଲା ପରି ଯଦି ଆପଣଙ୍କ ଭାଗ୍ୟର ତାଲା ସହଜରେ ଫିଟୁନାହିଁ ; ପରିଶ୍ରମ, ଉଦ୍ୟମ ଅନୁସାରେ ଫଳପ୍ରାପ୍ତ ହେଉନାହିଁ ତେବେ ସବୁଜ ଗୁଜୁରାତି ସାହାଯ୍ୟ କରିପାରିବ ବୋଲି ଜ୍ୟୋତିଷ ଶାସ୍ତ୍ରର ମତ । ଏ ସମ୍ପର୍କରେ ଆସନ୍ତୁ ଜାଣିବା... 

-ଜ୍ୟୋତିଷୀ କହେ, ଧନର ଦେବୀ ମା’ଲକ୍ଷ୍ମୀ ଗୁଜୁରାତି ପ୍ରିୟ । ୫ଟି ସବୁଜ ଗୁଜରାତି ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଆଲମାରୀରେ ରଖିଦିଅନ୍ତୁ । ଏହା ଫଳରେ ମା’ଙ୍କ କୃପା ପ୍ରାପ୍ତ ହୋଇପାରିବେ । ଋଣ ଭାର ଥିଲେ ତାହା ହାଲ୍‌କା ହୋଇଯିବ ଏବଂ ଧନ ଆଗମନର ଦ୍ୱାରା ଉନ୍ମୁକ୍ତ ହୋଇଯିବ । 

-ଯଦି ପ୍ରତି ରାତିରେ ଖରାପ ସ୍ୱପ୍ନ ବାରମ୍ବାର ଦେଖୁଛନ୍ତି ତାହା ଦୂର କରିବା ପାଇଁ ୧୧ଟି ସବୁଜ ଗୁଜୁରାତି ନିଜ ତକିଆ ତଳେ ରଖିଦିଅନ୍ତୁ । ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ । 

-ବିବାହରେ ବାଧା ଉପୁଜୁଥିଲେ, ୫ଟି ସବୁଜ ଗୁଜୁରାତି ଭଗବାନ୍‌ ବିଷ୍ଣୁଙ୍‌କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତୁ । ବିବାହ ପଥରେ ବାଧା ଦୂର ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.