ପ୍ରମୂଖ ଖବର
  • ରିଆମାଳ : ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ
  • ||
  • ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
  • ||
  • କନ୍ଧମାଳ : କାର୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଯାଜପୁର : ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲା ୮ ବର୍ଷର ଶିଶୁକନ୍ୟା, ବାପା ଗୁରୁତର
  • ||
  • ବୌଦ୍ଧ : ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ
  • ||
  • ଜୟପୁର : ନ୍ୟୁ ବାସବୀ ଜୁଏଲାରି ମାଲିକଙ୍କ ମୃତ୍ୟୁ, ୨ ଦିନ ପୂର୍ବରୁ ହୋଇଥିଲା ଜିଏସ୍‌ଟି ରେଡ୍‌
  • ||
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ

କଟକ,୧୦/୧୦: ଗୁରୁବାର ଠାରୁ ଓଡ଼ିଶା ହାଇକୋର୍ଟଙ୍କ ଦଶହରା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅଦାଲତ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ୨୧ ତାରିଖରେ ଅଦାଲତ ପୂର୍ବଭଳି କାର୍ଯ୍ୟ ଆରମ୍ଭ କରିବ । ଏହି ସମୟ ମଧ୍ୟରେ କେବଳ ୧୮ ତାରିଖରେ ଅବକାଶକାଳୀନ ଅଦାଲତ ବସିବ । ସେହିଦିନ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରିକାଳୀନ ମାମଲାର ଶୁଣାଣି ହେବ । 

ଉଭୟ ବିଚାରପତି ମଧ୍ୟ ପୃଥକ ପୃଥକ ଭାବେ ଆଉ କେତେକ ମାମଲାର ଶୁଣାଣି କରିବେ । ତେବେ ଅକ୍ଟୋବର ୧୪, ୧୫, ୧୭ ଏବଂ ୧୮ ତାରିଖରେ ହାଇକୋର୍ଟ ରେଜିଷ୍ଟ୍ରି କାର୍ଯ୍ୟ କରିବ । ସେହି ଦିନଗୁଡ଼ିକରେ ଜରୁରିକାଳୀନ ମାମଲା ରୁଜୁ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ (ଜୁଡିସିଆଲ୍‌)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.