ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଭାରସାମ୍ୟ ହରାଇ ଅଭୟାରଣ୍ୟରେ ପଶିଲା କାର

କୋଣାର୍କ,୨୩।୭(ଆପ୍ର) ପୁରୀ-କୋଣାର୍କ ବେଳାମାର୍ଗ ଇକୋ ରିଟ୍ରିଟ ନିକଟରେ ଏକ କାର ଭାରସାମ୍ୟ ହରାଇ ଅଭୟାରଣ୍ୟ ଭିତରକୁ ପଶିଯାଇଛି।  ଏଥିରେ ୩ ଜଣ ଆହତ ହୋଇଛନ୍ତି। 

ମଙ୍ଗଳବାର ଜଗତସିଂହପୁର ଏରସମା ଅଞ୍ଚଳରୁ ବିଜୟକୃଷ୍ଣ ମଣ୍ଡଳ, ନନ୍ଦିନୀ ମଣ୍ଡଳ,ରେବତୀ ସାମନ୍ତ ଏକ କାର (ଓଡି ୦୨ ବିପି ୭୯୦୫)ରେ କୋଣାର୍କ ବୁଲିସାରି ପୁରୀ ଫେରୁଥିଲେ।  ଏହି ସମୟରେ ବେଳାମାର୍ଗ ଇକୋ ରିଟ୍ରିଟ ନିକଟ ବୁଲାଣି ପାଖରେ କାରଟି ଭାରସାମ୍ୟ ହରାଇ ଅଭୟାରଣ୍ୟ ଭିତରକୁ ପଶିଯାଇଥିଲା। ଫଳରେ ୩ ପର୍ଯ୍ୟଟକମାନେ ସାମାନ୍ୟ ଆହତ ହୋଇଥିଲେ। ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.