ପ୍ରମୂଖ ଖବର
  • ବଲାଙ୍ଗୀର : ଶିଶୁ ଦିବସ ଅଭିଭାଷଣ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମର୍ମାହତ
  • ||
  • ଆସିକା : ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଅଟକ
  • ||
  • କଳାହାଣ୍ଡି : ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, କଟିଗଲା ବାମ ଗୋଡ଼
  • ||
  • କଟକ ଐତିହାସିକ ବାଲିଯାତ୍ରା: ଶୁକ୍ରବାର ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ୧୩ ଦେଶର ରାଷ୍ଟ୍ରଦୂତ
  • ||
  • ବାଙ୍ଗିରିପୋଷି : ସାମାନ୍ୟ ଟଙ୍କା ପାଇଁ ହତ୍ୟାକାଣ୍ଡ, କୁରାଢିରେ ପିଟି ସ୍ତ୍ରୀକୁ ମାରିଲା ସ୍ବାମୀ
  • ||
  • ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ
  • ||
  • ଖଜୁରୀପଡା : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ
  • ||
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ଗୋରୁ ବେପାରୀଙ୍କ ଠାରୁ ହାବିଲଦାର ଲାଞ୍ଚ ନେବା ମହଙ୍ଗା ପଡିଲା, ଏସପି ଦେଲେ ନିଲମ୍ବନ ଆଦେଶ

ନୀଳଗିରି,୧୨/୧୧(ଆ.ପ୍ର) : ଜଣେ ଗୋରୁ ବେପାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣାର ଫୋନ ଟ୍ୟାପିଂ ଭାଇରାଲ ହେବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ବାଲେଶ୍ଵର ଏସପି। ସମ୍ପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କରିବା ପାଇଁ  ସେ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନାର କାର୍ଯ୍ୟରତ ହାବିଲଦାର ଅଞ୍ଜନ ମିଶ୍ର ଗୋରୁ ବେପାରୀଙ୍କ ଠାରୁ ଲାଞ୍ଚ ନେଇ ହରଡ଼ଘଣାରେ ପଡିଛନ୍ତି।  ରାଢୋ ଅଞ୍ଚଳର ଜନୈକ ଯୁବକ ଗୋରୁ ଗାଡ଼ିରେ ନେଇ ଯାଉଥିବା ସମୟରେ ହାବିଲଦାର ଜଣକ ତାଙ୍କ ଠାରୁ ହଜାରେ ଟଙ୍କା ଅଗ୍ରୀମ ନେଇ ପରେ ଆଉ ୨ ହଜାର ଟଙ୍କା ପଠାଇବା ପାଇଁ କହିଥିଲେ। ପରେ ଫୋନ ମାଧ୍ୟମରେ ତାଙ୍କୁ କମିଟମେଣ୍ଟ ଅନୁସାରେ ଟଙ୍କା ନଦେଲେ ଥାନାରେ ପୁରାଇବାକୁ ଧମକ ଦେଇଥିଲେ।ଏପରିକି ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରି ଥିଲେ। ଆଉ ଜଣଙ୍କର  ଫୋନ ପେ ମାଧ୍ୟମରେ  ହାବିଲଦାରଙ୍କୁ ୨ ହଜାର ଟଙ୍କା ପଠାଇବା ପରେ ସଂପୃକ୍ତ ଯୁବକ ଜଣକ ଫୋନ ଟ୍ୟାପିଂ ଓ ଟଙ୍କା ପଠାଇଥିବା ସ୍କ୍ରିନ ସଟ ଭାଇରାଲ କରିଥିଲେ। ଶେଷରେ ବାଲେଶ୍ଵର ଏସପି  ସମ୍ପୃକ୍ତ ହାବିଲଦାରଙ୍କୁ ଚାକିରିରୁ ନିଲମ୍ବନ ଆଦେଶ ଦେଇଥିବା ଜଣାପଡିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.