ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରାପର୍ ରଫ୍‌ତାରଙ୍କ ଦ୍ୱିତୀୟ ପତ୍ନୀ କିଏ ? ସାମ୍ନାକୁ ଆସିଲା ବିବାହର ପ୍ରଥମ ଫୋଟ...

Published By : prameya | January 31, 2025 2:20 PM

ମୁମ୍ବାଇ,୩୧/୦୧: ଲୋକପ୍ରିୟ ରାପର  ରଫ୍‌ତାର  ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଛାଡ଼ପତ୍ରର ୪ ବର୍ଷ ପରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ  ରଫ୍‌ତାର  । ନିକଟରେ ତାଙ୍କର ଦ୍ବିତୀୟ ବିବାହକୁ ନେଇ ଖବର ସାମ୍ନାକୁ ଆସିଥିଲା । ତାଙ୍କର ବିବାହ କାର୍ଡ଼ ମଧ୍ୟ ସୋସିଆଲ ମିଡି଼ଆରେ ଲିକ ହୋଇଥିଲା । ଆଉ ବର୍ତ୍ତମାନ ରାପର  ରଫ୍‌ତାରଙ୍କ ଦ୍ବିତୀୟ ବିବାହର ଫଟୋ ସାମ୍ନାକୁ  ଆସିଛି। 

ଏହା ମଧ୍ୟ ପଢନ୍ତୁ-୧୦୦କୋଟିର କ୍ଲବରେ ସାମିଲ ହେବାକୁ ଯାଉଛି 'ସ୍କାଏ ଫୋର୍ସ' ; ଅକ୍ଷୟଙ୍କ ୪ବର୍ଷ ଅପେକ୍ଷା ଶେଷ ହେବ

ମନରାଜ ଜବଂଦାଙ୍କ ସହିତ ରଫ୍‌ତାର ପୁଣିଥରେ ନିଜ ଜୀବନର ନୂଆ ଆରମ୍ଭ କରିଛନ୍ତି ।  ରଫ୍‌ତାର ନିଜ ସମ୍ପର୍କୀୟ ଓ କିଛି ସାଙ୍ଗଙ୍କୁ ନିଜ ବିବାହକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଯାଏଁ  ରଫ୍‌ତାର ନିଜ ବିବାହ ଖବର ନେଇ କୌଣସି ଅଫିସିଆଲି ଘୋଷଣା କରି ନାହାନ୍ତି। ତେବେ ଭାଇରାଲ ହେଉଥିବା ତାଙ୍କ ବିବାହ ଫଟୋ ଓ ଭିଡିଓକୁ ଦେଖି ଫ୍ୟାନ୍ସ ବେଶ ଖୁସି ହୋଇଛନ୍ତି । ସାଉଥ ଇଣ୍ଡିଆନ ନୀତି ଅନୁସାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ରିପୋର୍ଟ ମୁତାବକ, ମନରାଜ ଜବଂଦା  କୋଲକାତାର । ସେ ଫ୍ୟାଶନ ଓ ଫିଟନେସ ସହିତ ଜଡ଼ିତ । ଗ୍ରାଜୁଏସନ ପରେ ସେ ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ । ମନରାଜ ରଫ୍‌ତାରଙ୍କ ସହ ଅନେକ ମ୍ୟୁଜିତ ଭିଡିଓରେ କାମ କରିଛନ୍ତି । ସେ ଷ୍ଟାଇଲିଷ୍ଟ ପାଇଁ ଅନେକ ରିଆଲିଟି ଶୋ ଓ ମ୍ୟୁଜିକ ଭିଡି଼ଓ ଓ ଟିଭି ଆଡ଼୍‌ରେ ମଧ୍ୟ କାମ କରିଛନ୍ତି। ଏବେ ଏମାନଙ୍କ ଲବ ଷ୍ଟୋରୀ କେବେ ଓ କିପରି ଆରମ୍ଭ ହେଲା କେବଳ ଏମାନେ ହିଁ କହିପାରିବେ । ବର୍ତ୍ତମାନ ଫ୍ୟାନ୍ସ ଉଭୟଙ୍କ  ବିବାହକୁ ନେଇ ବେଷ ଖୁସି ଥିବା ବେଳେ ଚାରୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.