ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩ଟି ହାଇୱା ଜବତ କଲା ବଡ଼ଚଣା ପୋଲିସ, ନାହିଁ ଆବଶ୍ୟକୀୟ କାଗଜପତ୍ର

Published By : Swapna Ray | March 9, 2025 2:14 PM

ଯାଜପୁର, ୯।୩: ବାଲି ଓ ମାଟି ବୋଝେଇ ଟ୍ରକ ଜବତ । ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ପକ୍ଷରୁ ଏହି ଟ୍ରକ୍ ଜବତ ହୋଇଥିବା ବେଳେ ଏଥିରେ ୩ଟି ବାଲି ଓ ମାଟି ବୋଝେଇ ଟ୍ରକ ରହିଛି । ବଡ଼ଚଣା ଖୋସାଲିପୁରଠାରେ ଦୁଇଟି ମାଟି ବୋଝେଇ ହାଇୱା ଓ ଗୋଟିଏ ବାଲି ବୋଝେଇ ହାଇୱା ଯାଉଥିବା ସମୟରେ ବଡ଼ଚଣା ପୋଲିସ ଗାଡ଼ିଗୁଡ଼ିକୁ ଜବତ କରିଥିଲା । ତିନୋଟି ହାଇୱା ଗାଡ଼ିକୁ ଅଟକାଇବା ସହ ଗାଡ଼ିର କାଗଜ ପତ୍ର ଯାଞ୍ଚ କରିଥିଲା । ଗାଡ଼ି ଡ୍ରାଇଭର ଆବଶ୍ୟକୀୟ କାଗଜ ପତ୍ର ନ ଦେଖାଇ ପାରିବାରୁ ବଡ଼ଚଣା ପୋଲିସ ୩ଟି ହାଇୱା ଗାଡ଼ିକୁ ଅଟକ ରଖି ତଦନ୍ତ ଚଲାଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.