କଟକ ୨୬/୦୨: ବହୁଚର୍ଚ୍ଚିତ ଓମ୍-ଦିପୁ ହତ୍ୟା ମାମଲାର ଆସିଲା ରାୟ । ଧଳସାମନ୍ତ ଦୁଇ ଭାଇଙ୍କ ସହ ଅନ୍ୟ ୫ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ଏହି ମାମଲାରେ ସବୁ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ମୋଟ୍ ୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ୍ । ପ୍ରମାଣ ଅଭାବରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି । ହେଲେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡି-ବ୍ରଦର୍ସ ।

ଖୁସି ଭିତରେ ଆପ୍କୁ ଝଟକା, ଦଳର ସମସ୍ତଙ୍କ ପଦରୁ ଇସ୍ତ...