ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ପେଟ ବଢିବା ସମସ୍ୟା ନେଇ ଚିନ୍ତିତ କି ? ପିଅନ୍ତୁ ଏହି ମର୍ଣ୍ଣିଂ ଡ୍ରିଙ୍କ୍

ନୂଆଦିଲ୍ଲୀ,୨୪/୧୧: ମୋଟାପଣ ସମସ୍ତଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି । ପେଟ ବଢିବା ଆଉ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପେଟରେ ଚର୍ବି ସମସ୍ୟାକୁ ନେଇ ଅନେକ ଲୋକ ଚିନ୍ତାରେ ରହିଥାନ୍ତି । ପେଟ କମାଇବାକୁ ବିଭିନ୍ନ ତରିକା ଆପଣେଇଥାନ୍ତି ହେଲେ ସଫଳ ହୁଅନ୍ତି ନାହିଁ । ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ କହିବୁ ଯାହାକୁ ପିଇବା ଦ୍ବାରା ଗୋଟିଏ ସପ୍ତାହରେ ପେଟରେ ଚର୍ବି ସମସ୍ୟାରୁ ମୁକ୍ତି ମିଳିବ। ଜାଣନ୍ତୁ କଣ ସେହି ମର୍ଣ୍ଣିଂ ଡ୍ରିଙ୍କ୍ ।

ପ୍ରତିଦିନ ସକାଳେ ଖାଲି ପେଟରେ ଆମେ ଆପଣଙ୍କୁ କହୁଥିବା ଏକ ମର୍ଣ୍ଣିଂ ଡ୍ରିଙ୍କ ପିଅନ୍ତୁ । ଯାହା ପେଟ କମାଇବାରେ ଏହା ସାହାଯ୍ୟ କରିବ । ପ୍ରଥମେ ଏକ ପାତ୍ରରେ ଦୁଇ କପ୍ ପାଣି ନିଅନ୍ତୁ । ସେଥିରେ ଲେମ୍ବୁ ପକାନ୍ତୁ । ସେଥିରୁ ଅଧା ଚାମଚ ଲବଙ୍ଗ ପାଉଡର, ମରିଚ ଗୁଣ୍ଡ ଓ ଅଦା ପକାନ୍ତୁ । ଏହାକୁ କିଛି ସମୟ ଫୁଟାନ୍ତୁ । ଏହାପରେ ପ୍ରତିଦିନ ସକାଳୁ ଏହାକୁ ପିଅନ୍ତୁ ଦେଖିରେ ସପ୍ତାହରେ ଶରୀର ପରିବର୍ତ୍ତନ ଦେଖିବାକୁ ମିଳିବ ।

ଏହି ଡ୍ରିଙ୍ଗ୍ ପିଇବା ଦ୍ବାରା ପେଟ ଚର୍ବିରୁ ଆପଣଙ୍କୁ ମୁକ୍ତି ମିଳିବ । ଏବେ ବାହାଘର ସିଜିନ ଚାଲିଛି । ତେଣୁ ଏବେଠୁ ନିଜ ଡ୍ରିଙ୍କରେ ଏହାକୁ ସାମିଲ କରନ୍ତୁ । ବାହାଘରରେ ନିଡ ପସନ୍ଦର ଡ଼୍ରେସ ପିନ୍ଧି ଉପଭୋଗ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.