ଭୁବନେଶ୍ୱର,୦୩/୦୧: ମୋହନ ସରକାର ୨୦୨୫ ବର୍ଷର ପ୍ରଥମ କ୍ୟାବିନେଟ ବୈଠକ ଡାକିଛନ୍ତି ଶୁକ୍ରବାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ । ବୈଠକରେ ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି । ପ୍ରାୟ ୮ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିପାରେ ।
ଲାଲୁ ଯାଦବଙ୍କ ଅଫର ପ୍ରତ୍ୟାଖାନ କଲେ ବିହାର ମୁଖ୍ୟମନ୍...