ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବର୍ଷା ପାଇଁ ଗଛ ତଳେ ନେଇଥିଲେ ଆଶ୍ରୟ, ବ୍ରଜପାତରେ ଚାଲିଗଲା ଜୀବନ

କୋକସରା ୨୯/୦୫ : କାମ ସାରି ଘରକୁ ଫେରୁଥିବା ବେଳେ ବର୍ଷା ହେବାରୁ ଗଛ ତଳେ  ଆଶ୍ରୟ ନେଇଥିଲେ। ହଠାତ ବ୍ରଜପାତ ହେବାରୁ ଏଥିରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଧଅଁରପୁର ଗ୍ରାମ ପଞ୍ଚାୟତ ତେନ୍ତୁଳିଆପଡା ରେ  ଏପରି ଘଟଣା ଦେଖିବାକୁ ମିଳିଛି। ମୃତକ ୨ ଜଣକ ହେଲେ ତେନ୍ତୁଳିଆପଡା ର ଠଣ ସୁନ୍ଦର ଗୋପାଳ ଓ କାମାଞ୍ଚଳ ଚନ୍ଦନ।

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୋକସରା ଥାନା ଧଅଁରପୁର ଗ୍ରାମ ପଞ୍ଚାୟତ ତେନ୍ତୁଳିଆପଡାର ଗୋପାଳ ଓ କାମାଞ୍ଚଳ ଧଅଁରପୁର ଗ୍ରାମକୁ ମିସ୍ତ୍ରୀ କାମ କରିବାକୁ ଯାଇଥିଲେ।  ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଝଡ ତୋଫାନ, ଘଡଘଡି, ବିଜୁଳି ହେବା ଫଳରେ ଗାଁ ପାଖ ଏକ ଜାମୁକୋଳି ଗଛତଳରେ  ଆଶ୍ରୟ ନେଇଥିଲେ। ଏହି ସମୟରେବ୍ରଜପାତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.