ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ହାସ୍ୟ ଅଭିନେତା ସୁନୀଲ ପାଲ ଅଜଣା ଲୋକଙ୍କ ବିରୁଦ୍ଧରେ ଦେଲେ ଏତଲା, ଅପହରଣ କରି ୮ଲକ୍ଷ ଦାବି ଅଭିଯୋଗ

Published By : Prameya | December 7, 2024 7:40 PM

ମୁମ୍ବାଇ, ୭/୧୨ :  କମେଡ଼ିୟାନ ସୁନୀଲ ପାଲ ମୁମ୍ବାଇ ପୋଲିସରେ ଅଜଣା ଲୋକଙ୍କ ବିରୁଦ୍ଧରେ ଅପହରଣର ଏତଲା ଦେଇଛନ୍ତି।  ସୁନୀଲ ପାଲ ଏକ ଶୋ ଲାଗି ମୁମ୍ବାଇରୁ ବାହାରକୁ ଯାଇଥିଲେ । ଏହାପରେ ସେ କେତେ ଘଣ୍ଟା ପର୍ଯ୍ୟନ୍ତ ନିଖୋଜ ଥିଲେ।  ପାଲଙ୍କ ନିଖୋଜ କେତେ ଘଣ୍ଟା ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଥିଲା । କାରଣ ତାଙ୍କ ମୋବାଇଲ୍ ଫୋନ ବି ବନ୍ଦ ଥିଲା । ମାତ୍ର ପରେ ପାଲ ନିଜ ପରିବାର ସଦସ୍ୟଙ୍କ ସହ ସମ୍ପର୍କ କରିଥିଲେ ଏବଂ କହିଥିଲେ କି ସେ ସୁରକ୍ଷିତ ଅଛନ୍ତି । 

ସୂଚନା ମୁତାବକ ସୁନୀଲ ପାଲ ଦେଇଥିବା ଅଭିଯୋଗ ଆଧାରରେ ଗତ ରାତିରେ ମୁମ୍ବାଇର ସାନ୍ତାକୃଜ ପୋଲିସ ଷ୍ଟେଶନରେ ଏତଲା ଦେଇଛନ୍ତି । ଏହାପରେ ମାମଲାକୁ ଆଗକୁ ଯାଞ୍ଚ ଲାଗି ଉତ୍ତରପ୍ରଦେଶର ମେରଠ ସହର ସ୍ଥିତ ଲାଲକୁର୍ତ୍ତି ପୋଲିସ ଷ୍ଟେଶନକୁ ଟ୍ରାନ୍ସଫର କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.