ପ୍ରମୂଖ ଖବର
  • ଭୁବନେଶ୍ବର : ହଂସପାଳ ଛକରେ ହୁତୁ ହୁତୁ ହୋଇ ଜଳି ଗଲା ଗାଡି
  • ||
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ସିଙ୍ଘମ ଏଗେନ ଉପରେ ରିଲିଜ ପୂର୍ବରୁ ଭାରି ପଡ଼ିଲା ‘ଭୁଲ ଭୁଲେୟା ୩’

ମୁମ୍ବାଇ, ୨୬/୧୦  : ଦିଲ୍ଲୀ- ୟୁପୀ ଅଞ୍ଚଳରେ ସମସ୍ତ ସିଙ୍ଗଲ- ସ୍କ୍ରିନ ଥିଏଟର ‘ଭୁଲ ଭୁଲେୟା ୩’କୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ନିଷ୍ପତ୍ତି ନେଇଛନ୍ତି । ସେମାନେ ଫିଲ୍ମକୁ ପ୍ରାଇମ ଟାଇମରେ ଦେଖାଇବାକୁ ୩ : ୨ର ଅନୁପାତରେ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଏହି ରେସ୍ପନ୍ସ ଦେଖାଉଛି କି ଫ୍ୟାନ୍ସ ଏବଂ ଦର୍ଶକଙ୍କୁ ହରର୍ – କମେଡ଼ି ସିକ୍ବଲ ର ଅପେକ୍ଷା ରହିଛି ।

ଜନୈକ ଟ୍ରେଡ଼ ଆନାଲିଷ୍ଟ କମେଣ୍ଟ କରିବାକୁ ଯାଇ କହିଛନ୍ତି କି, ଦିଲ୍ଲୀ- ୟୁପି ବେଲ୍ଟର ସମସ୍ତ ସିଙ୍ଗଲ ସ୍କ୍ରିନ ଥିଏଟର ଭୁଲ ଭୁଲେୟା ୩କୁ ପ୍ରାଇମ ଟାଇମରେ ୩:୨ ର ଅନୁପାତରେ ଦେଖାଇବାକୁ ନିଷ୍ପତ୍ତି ନେଇଛି । ଯଦି ସିଙ୍ଘମ ଏଗେନର ଟିମ୍ ଏହି ପ୍ଲାନକୁ ନ ମାନେ ତେବେ ୧୦୦ପ୍ରତିଶତ ଶୋକେସିଙ୍ଗ ବି ଭୁଲ ଭୁଲେୟା ୩କୁ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଦିଓ୍ବାଲୀର ମାନେ ଏଣ୍ଟରଟେନମେଣ୍ଟ ଏବଂ ଦର୍ଶକ ଅଧିକ ଫିଲ୍ମ ଦେଖିବାକୁ ଯିବା ଲାଗି ବାହାରକୁ ଯାଇଥାନ୍ତି । ଏହି ଯୋଜନା ମାଧ୍ୟମରେ ପକ୍କା କରିବାର ଅଛି କି ଭୁଲ ଭୁଲେୟା ୩ ଦର୍ଶକଙ୍କୁ ପ୍ରତି ବର୍ଗ ପର୍ଯ୍ୟନ୍ତ ପହଞ୍ଚୁ ଏବଂ ସିଙ୍ଗଲ ସ୍କ୍ରିନରେ ପ୍ରାଇମ- ଟାଇମ ଶୋ ସୁରକ୍ଷିତ କରି ଅନିଲ ଥଡାନୀ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି କି ସିଙ୍ଗଲ ସ୍କ୍ରିନ ଆମ ସହ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.